Odia News Portal
Browsing Tag

bjd

ମହଙ୍ଗା ପଡ଼ିପାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା

ଅନୁଗୁଳ: ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ବିଜେପି । ତେବେ ଗତକାଲି ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଦେଇଥିଲେ ବିଜେପି କର୍ମୀ । ଆଜି ଏନେଇ ଥାନାରେ ଫେରାଦ ଦେଇଛନ୍ତି ବିଜେଡ଼ି କର୍ମୀ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ

ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ, ଉଦଘାଟନ ପୂର୍ବରୁ ରିବନ ଛିଣ୍ଡାଇଲେ ବିଜେପି କର୍ମୀ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ

ମୁଠାଏ ଦାନା ଚେନାଏ ହସର ବାର୍ତ୍ତାନେଇ ଭୋକିଲା ପେଟର ଭୋକ ବୁଝୁଛନ୍ତି ସ୍ୱାଗତିକା

ଭୁବନେଶ୍ୱର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ବାସ୍ ଏ କଥାକୁ ମର୍ମେ ମର୍ମେ ବୁଝନ୍ତି କଛି ଦରଦୀ ହୃଦୟ । କେଉଁଠି ନା କେଉଁଠି ତାଙ୍କ ହୃଦୟରେ ଥାଏ ଅତିରିକ୍ତ ଜାଗାଟେ । ସେଥିପାଇଁ ମାପି ପାରନ୍ତି ଗରିବ ପେଟର ଭୋକକୁ ଅବା ଦୁଃଖି ଶରୀରର ପିଡା଼କୁ । ପତ୍ର ଲଗା ଘଞ୍ଚ ଡାଳଟେ ପରି ହୋଇ

ଟିକାକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଦେଖାଦେଇଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ

କୋଭିଡ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ସୌମ୍ୟଶଙ୍କର ଚକ୍ର

ଭୁବନେଶ୍ୱର: କୋଭିଡ ସେଣ୍ଟରରେ ଚିକିତ୍ସିତ ପରିଜନଙ୍କୁ ଖାଦ୍ୟ ବଣ୍ଟନ କରିବା ସହିତ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଯୁବ ବିଜେଡ଼ିର ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର । ବିଶେଷ କରି ରୋଗୀଙ୍କ ସହ ପରିଜନ ମାନେ ଫୋନରେ କଥା ହେଇ ପାରୁଛନ୍ତି ନା ନାହିଁ ସେ ବିଷୟରେ ମଧ୍ୟ

ଭର୍ଚୁଆଲ ବୈଠକରେ ବିଜେଡିର କୋଭିଡ୍‌ ସମୀକ୍ଷା

ଭୁବନେଶ୍ୱର: ଭର୍ଚୁଆଲ ବୈଠକ ମାଧ୍ୟମରେ ବିଜେଡିର କୋଭିଡ୍‌ ସମୀକ୍ଷା ।ରାଜ୍ୟରେ ଅକ୍ସିଜେନ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କେତେ ସକ୍ରିୟ ଅଛି ସେନେଇ ଆଲୋଚନା ହୋଇଛି । ଏନେଇ ୮ରୁ ୧୦ ଦିନ ଭିତରେ ବିଧାୟକମାନେ ରିପୋର୍ଟ ଦେବେ ।ସେହିଭଳି କୋଭିଡ ସମୟରେ ବିଜେଡି ବିଧାୟକମାନେ କେତେ ସଚେତନ ଅଛନ୍ତି

ଭର୍ଚୁଆଲରେ ବିଜୁ ଯୁବ ଜନତା ଦଳର କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ

ଭୁବନେଶ୍ବର: ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ର ସାମାଜିକ ଅନୁଷ୍ଠାନ 'ଓଡ଼ିଶା ମୋ ପରିବାର' ସମସ୍ତ ସାମାଜିକ କାର୍ଯ୍ୟ କୁ ସମଗ୍ର ରାଜ୍ୟରେ ତ୍ବରାନ୍ବିତ କରୁଅଛି।ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ

ଯୁବ ବିଜେଡ଼ି ପକ୍ଷରୁ କୋଭିଡ୍ ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁବପୀଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ୱେବିନାର୍‌ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ |ତେବେ ଏହି ୱେବିନାର୍‌ ରେ ଯୁବ ବିଜେଡ଼ି ପକ୍ଷରୁ ଜାରି କରାଯିବ କୋଭିଡ୍ ହେଲ୍ପଲାଇନ୍ ନମ୍ବର | ଯୁବ ବିଜେଡ଼ି

ପିପିଲି ଉପନିର୍ବାଚନକୁ ନେଇ ୩ଦଳର ରାଜନୀତି

ଭୁବନେଶ୍ୱର: ଏବେ ନହେଉ ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନକୁ ନେଇ କିଛି ଏମିତି ଦାବି ରଖିଛି କଂଗ୍ରେସ ଦଳ | ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ୍ ଜରିଆରେ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇ ନୁହେଁ ।

ମେ’୧୬ରେ ପିପିଲି ଭୋଟ୍, ୧୯ରେ ରେଜଲ୍ଟ

ଭୁବନେଶ୍ୱର: ପୁଣି ଆଉଥରେ ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ ।ସେହିଭଳି ମେ’ ୧୩ ତାରିଖ ସନ୍ଧ୍ୟାରୁ ହିଁ ପିପିଲି ପ୍ରଚାର ବନ୍ଦ ହେବ ବୋଲି ନିର୍ଵାଚନ କମିଶନଙ୍କ ନିର୍ଦ୍ଦେଶ | ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର