Odia News Portal
Browsing Tag

bjd

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ରାଜ୍ୟକୁ ୩୦ ଲକ୍ଷ ପକ୍କାଘର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ରାଜ୍ୟ ସରକାର ଏହାକୁ ଯୋଗ୍ୟ ହିତାଧିକାରୀକୁ ପ୍ରଦାନ ନକରି ଦଳିୟ ରାଜନୀତି କରୁଛନ୍ତି । ଆଜି ପୁଣି ଆବାସ ଦୁର୍ନିତିର ଚେର କାଢି ରାଜ୍ୟ ସରକାରଙ୍କୁୁ ଟାର୍ଗେଟ କରିଛି ବିଜେପି । ବିଜେପି ପକ୍ଷରୁ ପ୍ରେସ୍ ମିଟ କରି

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ

ଜୋରଦାର ହେବ କଂଗ୍ରେସ-ବିଜେପି ଲଢେଇ, ବିଜେଡି ଖୁସ୍‌

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନବ ନିଯୁକ୍ତ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଯେଉଁ ଗୁରୁମନ୍ତ୍ର ଦେଇଛନ୍ତି ସେଥିରୁ ଆଗାମୀ ଦିନରେ ଦୁଇ ଜାତୀୟଦଳ କଂଗ୍ରେସ-ବିଜେପି ଲଢେଇ ରାଜ୍ୟରେ ଜୋରଦାର ହେବ ବୋଲି ଆଭାସ ମିଳିଛି । କଂଗ୍ରେସ ମୁଖ୍ୟତଃ କେନ୍ଦ୍ରର ବିଜେପି

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ନେଇ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଲେ ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଏହି ଭୁତ ହିତାଧିକାରୀ କିଏ ତାହାର ଜବାବ ରାଜ୍ୟ

ଧାନ କିଣା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲା ବିଜେଡ଼ି

ଭୁବନେଶ୍ୱର: ଧାନ କିଣା ନେଇ ବିଜେପି ରୀଜନୀତି କରୁଛି ବୋଲି କହି କଡା ସମାଲୋଚନା କରିଛି ବିଜେଡି । ବିଜେପି ଏ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ପ୍ରେସମିଟରେ ସ୍ନେହାଙ୍ଗିନୀ କହିଛନ୍ତି ଯେ,

କୃଷକଙ୍କ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ

ତୃଣମୂଳ ସ୍ତରର କର୍ମୀଙ୍କ ସହ ଆଲୋଚନା କଲେ ପ୍ରଣବ ପ୍ରକାଶ ଦାସ

ମାଲକାନଗିରି: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ସଂଗଠନ ସୁଦୃଢ଼ କରିଛି ବିଜେଡ଼ି । ନିକଟରେ ୩୦ଟି ଯାକ ଜିଲ୍ଲା ଲାଗି ପର୍ଯବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ତୃଣମୂଳ ସ୍ତରର କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଯାଜପୁର ବିଧାୟକ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା

ବିଜେପି ବନାମ ବିଜେଡି ଭାୟା ଚାଷୀ

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟ ଅସ୍ତ୍ର କରି ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ମୁହାଁମୁହିଁ ପରିସ୍ଥିତି । ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମଣ୍ଡି ଓ ସିଏସଓ ଘେରାଉ କରିବ ବିଜେପି । ଆଜି ଓ ଆସନ୍ତାକାଲି ବିଜେପି ପକ୍ଷରୁ ଘେରାଉ କରାଯିବା ନେଇ ପୂର୍ବରୁ

ଛାମୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ ଦେଲେ ନବୀନ

ଭୁବନେଶ୍ୱର: ଶିବିର ସଜାଡିଲା ବିଜେଡି । ଛାମୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ ଦେଲେ ନବୀନ । ଗୋଟିଏ ଦିନରେ ୨୬ ଜଣ ନେତାଙ୍କୁ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ୬ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଛି ।

୬ଜଣ ବରିଷ୍ଟ ପର୍ଯ୍ୟବେକ୍ଷକଙ୍କ ଜିଲ୍ଲା ଦାୟିତ୍ୱ ଦେଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ୩୦ଟି ଯାକ ଜିଲ୍ଲା ଲାଗି ପ୍ରଭାରୀ ନିଯୁକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ୬ଜଣ ବରିଷ୍ଟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ନବୀନ । ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୁଟ