ବିଧାୟକ ଅମର ଶତପଥୀ ଆହତ
ଭୁବନେଶ୍ୱର : ବିଜୁ ଜନତା ଦଳର (ବିଜେଡି) ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗୋଡ଼ରେ ଆଘାତ ଲାଗିବ ଯୋଗୁ ସେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି ।
ରବିବାର ସକାଳେ ବିଧାୟକ!-->!-->!-->…