ବାପା ଓ ମାଆକୁ ଶିଳପୁଆରେ ପିଟି ମାରିଦେଲା ପୁଅ
ଘର କଳୀରୁ ହତ୍ୟା | ସାମାନ୍ୟ କଥାକୁ ନେଇ ଜନ୍ମ ଦେଇଥିବା ବାପା ଓ ମାଆଙ୍କୁ ଶିଳପୁଆରେ ପିଟି ପିଟି ମାରିଦେଲା ପୁଅ। ତେବେ ଜମି ଜମା ଓ ଟଙ୍କା ପଇସାକୁ ନେଇ ପୁଅ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ବିଶିପୁର ଗାଁରେ ଘଟିଛି!-->…