Odia News Portal
Browsing Tag

Bijay Kumar Naik presenting cheques

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯୁବ କଲ୍ୟାଣ ବୋର୍ଡ ଅଧକ୍ଷଙ୍କ ଦାନ

ଭୁବନେଶ୍ୱର() ଆଜି ରାଜ୍ୟଯୁବ କଲ୍ୟାଣ ବୋର୍ଡର ଅଧକ୍ଷ ବିଜୟ ନାୟକ ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯୫ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।