ଧିରେ ଧିରେ ଖୋଲୁଛି ଡାକ୍ତର ଙ୍କ ଗୁମର
ନିଜକୁ ଡାକ୍ତର ର ପରିଚୟ ଦେଇ ୧୭ ଯୁବତୀଙ୍କୁ ବାହା ହୋଇଥିବା ନକଲି ଡାକ୍ତର ମାଟ୍ରିକ ପାସ୍ କରିନାହାଁନ୍ତି । ତାଙ୍କ ସମ୍ପର୍କୀୟମାନେ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୋଲିସ ଯାଞ୍ଚ କରିବ ବୋଲି ଡିସିପି କହିଛନ୍ତି । କଟକ ଓ ବଡମ୍ବାରେ ଏହି ନକଲି ଡାକ୍ତରଙ୍କର ଦୁଇଟି!-->…