Odia News Portal
Browsing Tag

bhubneswar

ସଟଡାଉନରେ ଚାଲିଥିଲା ଜୁଆ ଖେଳ, ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ୧୦ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ଖେଳରେ ସାମିଲ ଥିବା ୩ ଯୁବତୀଙ୍କୁ ଅଟକ ରଖାଯାଇଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଚଢାଉ

କାମ ଆରମ୍ଭରୁ ମୂର୍ତ୍ତି ଭାଙ୍ଗିଲା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ନିକଟ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ତେବେ କାମ ଆରମ୍ଭରୁ ବହୁଚର୍ଚ୍ଚିତ ଘୋଡା ନିକଟରେ ଥିବା ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଘୋଡା

ଗରିବଙ୍କୁ ମାଗଣା ଇକମୋ ଚିକିତ୍ସା ଯୋଗାଇବ ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: କରୋନା ସମୟରେ ଏକ ଆଶ୍ୱସ୍ତିକର ଖବର । ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମିଳିବ ମାଗଣା ଇକମୋ ଚିକିତ୍ସା । ରାସନ କାର୍ଡଧାରୀ ଏବଂ ଗରୀବ ଲୋକଙ୍କୁ ଏହି ସୁବିଧା ଯୋଗଇବା ଲାଗି ଏମ୍ସ ଅଧିକ୍ଷକ ସଚ୍ଚିତାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଭୁବନେଶ୍ୱର ଏମ୍ସରେ

ଫାର୍ମ ହାଉସରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀରୁ ଉଦ୍ଧାର ହେଲା ଯବୁତୀଙ୍କ ମୃତଦେହ । ନନ୍ଦନକାନନର ଏକ ଫାର୍ମ ହାଉସ ପୋଖରୀରୁ ମୃତଦେହ ଉଦ୍ଧାର । ନନ୍ଦନକାନନ ଥାନା ପୋଲିସ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ନନ୍ଦନକାନନ ନିକଟସ୍ଥ ରଘୁନାଥପୁରରେ ତାଙ୍କ ଘର ବୋଲି ପୋଲିସ ତଦନ୍ତରୁ ଜଣା ପଡିଛି । ତାଙ୍କ ବାପା ଏକ

ବାହାଘର ବେଳେ ବାଇଗଣ ରୁଆ, ୫୦ ଟିଫା ମେସିନି କିଣିବାକୁ ପାଗ ଭିଡିଲା ବିଏମ୍‍ସି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ଏବେ ବାହାଘର ବେଳେ ବାଇଗଣ ରୋଇବା ଭଳି ଅବସ୍ଥା । ସମଗ୍ର ରାଜଧାନୀକୁ ଡେଙ୍ଗୁ କବଳିତ କଲାପରେ ଏବେ ବିଏମ୍‍ସି ଧୂଆଁ ଛାଡୁଥିବା ଟିଫା ମେସିନ କିଣିବାକୁ ପାଗ ଭିଡିଛି । ସହର ପାଇଁ ୫୦ଟି ଟିଫା ମେସିନ କିଣିବାପାଇଁ ପ୍ରକ୍ରିୟା ଆରମ୍ଭ

ରାଜଧାନୀରେ ଖୋଲିଲା ଆଇନକ୍ସ ସିନେମା ହଲ

ଭୁବନେଶ୍ୱର: ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ଭୁଭନେଶ୍ବରରେ ପୁଣି ଖୋଲିଲା ଆଇନକ୍ସ ସିନେମା ହଲ୍ । ବୁଧବାରଠୁ ବିଏମସି ଭବାନୀ ମଲ୍ରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସ ଦର୍ଶକଙ୍କ ପାଇଁ ଖୋଲିଥିବା ବେଳେ ଗୁରୁବାରଠୁ ଡିଏନ ରେଗାଲିଆରେ ଥିବା ଓଘଙଢ ସିନେମା ହଲ୍ ଖୋଲିବ। ଓଡ଼ିଶା ସରକାରଙ୍କ

ରାଜଧାନୀରେ ହୋଟେଲ ଓ ଲଜ୍ ପାଇଁ ଆସିଲା ନୂଆ ଆପ

ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ଲଞ୍ଚ ହେଲା ନୂଆ ଆପ । ଲଞ୍ଚ ହୋଇଥିବା ନୂଆ ଆପଲିକେସର ନାଁ ହେଉଛି ‘ସରାଇ’ ଆପ । ଏହି ଆପ ଜରିଆରେ ପ୍ରତ୍ୟେକ ଦିନ ବିବରଣୀ ଓ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ହୋଟେଲ କୁ ଆସୁଥିବା ଗ୍ରାହକଙ୍କ ବିବରଣୀ ଦେବେ ହୋଟେଲ ମାଲିକ ।

୨ ମହିଳାଙ୍କଠାରୁ ଚେନ୍ ଲୁଟିନେଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜଧାନୀ ରାଜରାସ୍ତାରେ ଲୁଟ୍ । କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରେ ଆତଙ୍କ ଖେଳାଇଲେ ଲୁଟେରା। ମାତ୍ର ୧୫ ମିନିଟ୍ ଭିତରେ ୨ ଜଣ ମହିଳାଙ୍କଠାରୁ ଚେନ୍ ଲୁଟି ନେଇଛନ୍ତି। ସେମାନଙ୍କୁ କାବୁ କରିବାକୁ ଯାଇ ୩ ଜଣ ଯୁବକ ଦୁର୍ବୃତ୍ତମାନଙ୍କ ଭୁଜାଲି

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

ଭୁବନେଶ୍ୱର: ନିଶା କାରବାରର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ଵର। ରାଜଧାନୀରୁ ବିପୁଳ ପରିମାଣରେ ଅଫିମ ଜବତ। କୋଳଥିଆରୁ ୨୦ କେ.ଜିର ଅଫିମ ଜବତ କଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏହି ଅଭିଯୋଗରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଜବତ ହୋଇଥିବା ଅଫିମର ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ

ଭୁବନେଶ୍ୱରରେ ପୂରଣ ହେଲା ୨୦ ଲକ୍ଷ ଟିକାକରଣ

ଭୁବନେଶ୍ୱର: କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ରାଜ୍ୟରେ ଜାରି ରହିଛି ଟିକାକରଣ । ତେବେ ରାଜଧାନୀ ଭୁବନେଶ୍ୱରରେ ୨୦ ଲକ୍ଷ ଟିକାକରଣର ଟାର୍ଗେଟ ପୂରଣ କରିଛି ବିଏମସି । ଗତକାଲି ସୁଦ୍ଧା ମୋଟ ୨୦ଲକ୍ଷ ୪ହଜାର ୬୨୮ ଡୋଜ୍ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୧ଲକ୍ଷ ୧୯ହଜାର ୬୨୮ ଜଣ