Odia News Portal
Browsing Tag

bhubneswar

ସମ ଅଲ୍ଲ୍ଟିମେଟ ମେଡିକେୟାରରେ ପ୍ରଥମଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ରେ ଚିକିତ୍ସା ଆରମ୍ଭ କରାଯାଇଛି । ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ସୁକ୍ଷ୍ମ

ଜନ୍ମଦିନରେ ରକ୍ତଦାନ ଶିବିର

ଭୁବନେଶ୍ୱର: ରାଜଧାନୀ ଡାକ୍ତର ଖାନାରେ ଥିବା ଓଡ଼ଶା ରକ୍ତ ଭଣ୍ଡାର ପରିସରରେ ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଜାତୀୟ ଯୁବ ପ୍ରକଳ୍ପର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାହାମରୀ କରୋନା ପାଇଁ ରାଜ୍ୟରେ ରକ୍ତର ଅଭାବ ରହିଥିବା ବେଳେ ଏହାକୁ କିଛି

ନ୍ୟାୟ ସମତା ସହଭାଗୀମାନଙ୍କ ତାଲିମ କର୍ମଶାଳା

ଭୁବନେଶ୍ୱର: ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ମାର୍ଗ ପକ୍ଷରୁ ମହିଳା ଓ ପୁରୁଷମାନଙ୍କ ସମ୍ମାନ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସମତା ନ୍ୟାୟ ସହଭାଗୀମାନଙ୍କୁ ନେଇ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜଧାନୀର ଏକ ହୋଟେଲରେ ଅନୁଷ୍ଠିତ ଏହି କର୍ମଶାଳାରେ କଟକ ଜିଲ୍ଲାର ୪ଟି

ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ଆଖ୍ୟା

ଭୁବନେଶ୍ୱର : ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବୁଧବାର ଦିନ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା

ଲିଙ୍ଗରାଜ ମନ୍ଦିରର ଦ୍ୱାର ହେବ ରୂପା ଛାଉଣୀ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ହେଉଛି ଭୁବନେଶ୍ୱର । ଦିନକୁ ଦିନ ବିକାଶ ହେବାରେ ଲାଗିଛି ଏହି ମନ୍ଦିର ମାଳିନୀ ସହରର । ଲିଙ୍ଗ ଭିତରେ ରାଜା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ରୂପ ବଦଳିବ । ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ମଧ୍ୟ ରୂପ ଛାଉଣୀ କରାଯିବ । ଏନେଇ

ATM ଲୁଟୁଥିଲେ, ଧରା ପଡିଗଲେ

ଭୁବନେଶ୍ୱର: ଫେଲ୍‌ ମାରିଲା ଲୁଟ୍‌ ଉଦ୍ୟମ। ଧରାପଡିଲେ ATM ଲୁଟେରା। ଭୁବନେଶ୍ୱର ଓଲ୍‌ଡଟାଉନ୍‌ରେ ATM ଭାଙ୍ଗି ଲୁଟ୍‌ କଲାବେଳେ ଲୁଟେରାକୁ ମାଡି ବସିଲେ ସ୍ଥାନୀୟ ଲୋକେ। ଆଜି ଭୋରରୁ ଲୁଟେରାମାନେ ATM ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରୁଥିବାବେଳେ ଲୋକମାନେ କାବୁ କରିଥିଲେ।

କୋଭିଡ୍‌ ମହାମାରୀରେ ଉତ୍କୃଷ୍ଟ ସେବା ନିମନ୍ତେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର: କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍‌ କୋଭିଡ୍‌-୧୯” କାର୍ଯ୍ୟକ୍ରମରେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍‌ ସେବା କ୍ଷେତ୍ରରେ

ଦୃଷ୍ଟିହୀନ ଦମ୍ପତିଙ୍କ ରୋଗଗ୍ରସ୍ତ ଶିଶୁକନ୍ୟାକୁ ସାହାଯ୍ୟର ହାତ ବଢ଼ାଇଲା କମିଶନରେଟ ପୋଲିସ୍‌

ଭୁବନେଶ୍ୱର: ଭାଗ୍ୟର ବିଡ଼ାମ୍ବନା କୁହାଯାଇପାରେ କିମ୍ବା ନିୟତିର ନିର୍ଦ୍ଦେଶ । ଦୃଷ୍ଟିହୀନ ଦମ୍ପତିଙ୍କ ଠାରୁ ଜନ୍ମ ଗ୍ରହଣ କରିଥିବା ଶିଶୁ ବି ଦୃଷ୍ଟିହୀନ ହେବା ସହ ବର୍ତମାନ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ । ଏ ହେଉଛି ଭୁବନେଶ୍ୱରରେ ରହୁଥିବା ଦୃଷ୍ଟିହୀନ ଦମ୍ପତି ଅଶୋକ ନାୟକ ଓ ସୁମିତ୍ରା

ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ କରୁଛନ୍ତି । ତେବେ ଏହା ବାର କାଉନ୍ସିଲ ନିୟମର ବିରୋଧାଚରଣ କରୁଛି ବୋଲି ଛାତ୍ରଛାତ୍ରୀମାନେ

୩ କୋଟି ଠକେଇ ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ଚୂନ ଲଗେଇ ଟଙ୍କା ଲୁଟିଥିଲେ, ବନ୍ଧାହେଲେ । ୩କୋଟିର ଠକେଇ ଅଭିଯୋଗରେ ୨ଗିରଫ। ଜଣେ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି ଓ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା। ଓଟିଡିସିରୁ ୩କୋଟିର ଫେକ୍ ୱାର୍କ ଅର୍ଡର ଦେଇ ଠକେଇ