Odia News Portal
Browsing Tag

bhubneswar

ଆଜିଠୁ ୫ଦିନ ବନ୍ଦ ରହିବ ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ୍ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲାପାଳଙ୍କ କାର୍ୟ୍ୟାଳୟ ଓ ତହସିଲ କାର୍ୟ୍ୟାଳୟରେ କେତେକ କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଉଭୟ କାର୍ୟ୍ୟାଳୟକୁ ବନ୍ଦ ରଖାଯାଇଛି। ଏହି ଦୁଇ କାର୍ୟ୍ୟାଳୟରେ ୭ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉପଜିଲାପାଳଙ୍କ କାର୍ୟ୍ୟାଳୟର ୪

ବନ୍ଧାହେଲା ଚିକୁନ୍

ଭୁବନେଶ୍ୱର: ସ୍ୱିଗିବୟ ଚିକୁନକୁ ବାନ୍ଧିଛି ପୋଲିସ । ଧଉଳୀ ଥାନା ପୋଲିସ ଚିକୁନକୁ ଗିରଫ କରିଛି । ମିଛି ଅପହରଣର ଭ୍ରମ ସୃଷ୍ଟି କରିଥିବାରୁ ଚିକୁନକୁ ଗିରଫ କରାଯାଇଛି । ଧଉଳୀ ଥାନାରେ ଚିକୁନ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି । ବାନ୍ଧବୀ କହିଛନ୍ତି କି ତାଙ୍କୁ ଚିକୁନ ଅପହରଣ

ଦୋ ଛକିରେ ଚିକୁନ୍, ସ୍ତ୍ରୀର ହେବ ନାଁ ପ୍ରେମିକାର

ଭୁବନେଶ୍ୱର: ସରିଲା ସ୍ୱିଗି ଡେଲିଭରି ବୟର ଅପହରଣ ମାମଲା । ଭୁବନେଶ୍ୱରରେ ପହଞ୍ଚିଛି ପତିତପାବନ ପୃଷ୍ଟି ଔରଫ ଚିକୁନ୍ । ଘରେ ସ୍ତ୍ରୀ ଥାଇ ମଧ୍ୟ ପ୍ରେମିକା ସହ ଚତୁରତାର ସହ ଫେରାର ହୋଇଥିଲା । ସବୁ ନାଟକର ଅନ୍ତ ଘଟିଛି । ତେବେ ନାଟକର କ୍ଲାଇମାକ୍ସ ଉପରେ ରହିଛି ସମସ୍ତଙ୍କ ନଜର । ଚିକୁନ

ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ବୟ ଚିକୁନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ । ପତିତପାବନ ପୃଷ୍ଟି ଓରଫ ଚିକୁନ୍ ଓ ଯୁବତୀକୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିଲା ଭୁବନେଶ୍ୱର କମିଶନରେଟ୍ ପୋଲିସର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍। ଦୁଇ ଜଣଙ୍କୁ ଧଉଳି ଥାନାକୁ ନିଆଯାଇ ପଚରାଉଚରା କରୁଛି ପୋଲିସ। ଚିକୁନଙ୍କ ବାପା,

ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ରାଜଧାନରେ କମିବାର ନାଁ ଧରୁନି ନିଶା କାରବାର । ପ୍ରତିଦିନ ଧରା ହେଉଛନ୍ତି ନିଶା କାରବାର କରୁଥିବା ବ୍ୟବସାୟୀ । ଏହାରି ଭିତରେ ରାଜଧାନୀରୁ ପୁଣି ଆଜି ଜବତ ହୋଇଛି ବ୍ରାଉନସୁଗର। ଜବତ ବ୍ରାଉନସୁଗରର ମୂଲ୍ୟ କୋଟିଏରୁ ଟଙ୍କାରୁ ଉର୍ଦ୍ଧ୍ବ

କୁବେର ଅଙ୍ଗନୱାର୍ଡି ଦିଦିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ କୁବେର ଦିଦି । ଅଙ୍ଗନୱାର୍ଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ରାଜଧାନୀ ଉପକଣ୍ଠ କୋରଡକଣ୍ଟାଠାରେ ଅଙ୍ଗନବାଡି କେନ୍ଦ୍ରରେ ଜଣେ କର୍ମୀ ଭାବରେ କାର୍ୟ୍ୟ କରୁଥିବା କବିତା ମଥାନଙ୍କ ଘର ଉପରେ ଭିଜିଲାନ୍ସ ଚଢଉ ଚାଲିଛି। ଏଥିରେ ଭିଜିଲାନ୍ସର ୬ଟି ଦଳ ସାମିଲ

ଅପହରଣ ହୋଇ ନାହାନ୍ତି, ଯୁବତୀଙ୍କୁ ଅପହରଣ କରିଛନ୍ତି ସ୍ୱିଗି ଡେଲିଭରି ବୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଧଉଳୀରୁ ଅପହୃତ ହୋଇଥିବା ଡେଲିଭରି ବୟଙ୍କ କାହାଣୀରେ ନୂଆ ମୋଡ଼ । ନିଜେ ଅପହରଣର କାହାଣୀ ରଚିଥିଲା ପତିପାବନ ପୃଷ୍ଟି ଅଥବା ଚିକୁ । ତେବେ ସେ ଅନ୍ୟଜଣେ ଯୁବତୀଙ୍କୁ ଅପହରଣ କରିନେଇଛି । ସେ ଟ୍ରେନ ଯୋଗେ ଓଡ଼ିଶା ବାହାରେ ରହିଛି । ଅପହୃତ ହୋଇଥିବା

ଆଜି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଭୁବନେଶ୍ୱର । ବର୍ଷା ଛାଡ଼ିବାର ନାଁ ଧରୁନି । ସବୁଠି ଖାଲି ପାଣି ପାଣି । ପ୍ରାଣୀ ଉଦ୍ୟାନ ନ୍ଦନକାନନରେ ପାଣି ଭରି ରହିଛି । ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି ।ପର୍ୟ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ

ରାଜଧାନୀରେ ରେକର୍ଡ କଲା ବର୍ଷା

ଭୁବନେଶ୍ୱର: ବଙ୍ଗୋପସାରରେ ସୃଷ୍ଟି ହୋଇଛି ଲଘୁଚାପ । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ରବିବାର ବାଦଲ ଫଟା ବର୍ଷା ହୋଇଛି । ସକାଳ ୮.୩୦ ରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ୧୯୫.୦ ମିଲିଲିଟର୍ ବର୍ଷା ହେବାରୁ ଭୁବନେଶ୍ବର ତା'ର ସର୍ବକାଳୀନ ସେପ୍ଟେମ୍ବର ବର୍ଷା

ଜାଣନ୍ତୁ ଆଜି ରାଜଧାନୀରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୪ରେ ପହଞ୍ଚିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।