Odia News Portal
Browsing Tag

bhubneswar

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍‌

ଭୁବନେଶ୍ୱର: ଆଉ ଇକମୋ ଚିକିତ୍ସା ଲାଗି ବାହାରକୁ ଯିବାକୁ ପଡ଼ିବନି । ଏଥରକ ଭୁବନେଶ୍ୱରରେ ଉପଲବ୍ଧ ହେବ ଏହି ଚିକିତ୍ସା ସୁବିଧା । ଭୁବନେଶ୍ୱର କିମ୍ସରେ କାର୍ଯ୍ୟକ୍ଷମ ହୋଇଛି ମେସିନ । ସଫଳତାର ସହ ମେସିନ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କତ୍ତୃପକ୍ଷ । ରାଜ୍ୟର ଅଳ୍ପ କିଛି

ରାଜଧାନୀରୁ ୫୦୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ ୫୦୯ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା ୫୦୯ ଙ୍କ ମଧ୍ୟରୁ ୪୧୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୯୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାର ୫୦୯ ନୁଆ

ଭୁବନେଶ୍ୱରରୁ ୪୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୩୫୪ ଜଣ । ଏହାକୁ ମିଶାଇ

ରାଜଧାନୀରେ ବଦଳିକ ଟିକା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ବଦଳିବା ନେଇ ସୂଚନା ଦେଲେ କମିଶନର ସଞ୍ଜୟ ସିଂ । ସକାଳେ ପ୍ରଥମ ଡୋଜ ଦିଆଯିବାକୁ ଥିବାବେଳେ ଅପରାହ୍ନରେ ଦିଆଯିବ ଦ୍ୱିତୀୟ ଡୋଜ । ପ୍ରଥମ ଡୋଜ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ଚାଲୁ ରହିବ । ଆସନ୍ତା ସୋମବାରଠାରୁ ଡିଉ ଥିବା ୨ୟ

ସିଲ୍ ହେଲା ଆମିଷ ଦୋକାନ, ୩ ଗିରଫ

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଆମିଷ ଦୋକାନକୁ ସିଲ କରିଛି ପୋଲିସ । ଭୁବନେଶ୍ୱର ପଟିଆସ୍ଥିତ ‘ଦ ନନଭେଜ ୱାଲ୍ଡ’କୁ ସିଲ୍ କରାଯାଇଛି । କୋଭିଡ ନିୟମ ଉଲଙ୍ଘନ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଅନଲାଇନ ଓ ଅଫ ଲାଇନରେ ଏହି ଦୋକାନ ବିକ୍ରି କରୁଥିବା ବେଳେ ପ୍ରବଳ ଲୋକଙ୍କ ଭିଡ

ଲକଡାଉନରେ ବେପାର କରିବା ପଡିଲା ମହଙ୍ଗା

ଭୁବନେଶ୍ୱର: ଲକଡାଉନରେ ଦୋକାନ ଆଗପଟୁ ସଟର ପକାଇ ଭିତରେ ବେପାର କରୁଥିଲେ ଦୋକନୀ । ମାଡି ବସିଲା ପୋଲିସ । ଶେଷରେ ଦୋକାନକୁ କରାଯାଇଛି ସିଲ । ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଲୁଗା ଦୋକାନକୁ ସିଲ କରିଛି କମିଶନରେଟ୍ ପୋଲିସ । ରଜ ଲାଗି ଲୋକେ ନୂଆ କପଡା କିଣୁଥିବାରୁ

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ । ଯାହାକି ନିମ୍ନ ମଧ୍ୟବିତ ପରିବାର ଲୋକଙ୍କ ଉପରେ ହେଉଛି ମହାଙ୍ଗା ମାଡ଼ । ଯାହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଉଭୟ

ମୁଠାଏ ଦାନା ଚେନାଏ ହସର ବାର୍ତ୍ତାନେଇ ଭୋକିଲା ପେଟର ଭୋକ ବୁଝୁଛନ୍ତି ସ୍ୱାଗତିକା

ଭୁବନେଶ୍ୱର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ବାସ୍ ଏ କଥାକୁ ମର୍ମେ ମର୍ମେ ବୁଝନ୍ତି କଛି ଦରଦୀ ହୃଦୟ । କେଉଁଠି ନା କେଉଁଠି ତାଙ୍କ ହୃଦୟରେ ଥାଏ ଅତିରିକ୍ତ ଜାଗାଟେ । ସେଥିପାଇଁ ମାପି ପାରନ୍ତି ଗରିବ ପେଟର ଭୋକକୁ ଅବା ଦୁଃଖି ଶରୀରର ପିଡା଼କୁ । ପତ୍ର ଲଗା ଘଞ୍ଚ ଡାଳଟେ ପରି ହୋଇ

ଭୁବନେଶ୍ୱର ଏମ୍ସକୁ ଆସିବ୨ ଇକ୍‌ମୋ ମେସିନ

ଭୁବନେଶ୍ୱର: କରୋନାର ପରିବର୍ତ୍ତୀ ଜଟିଳତା ଇକମୋ ଚିକତ୍ସା ଲାଗି ଓଡ଼ିଶାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇକମୋ ଚିକତ୍ସା ଲାଗି ଓଡ଼ିଶାରୁ ବାହାର ରାଜ୍ୟକୁ ରୋଗୀଙ୍କୁ ନିଆଯାଉଛି । ତେବେ ଭୁବନେଶ୍ୱର ଏମ୍ସକୁ ଦୁଇଟି ଇକମୋ ଆସିବା ନେଇ ସୂଚନା ମିଳିଛି । ହସ୍ପିଟାଲରେ ଦୁଇଟି ଇକମୋ