Odia News Portal
Browsing Tag

bhubneswar

ପୁଣି ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର: ମାତିଛନ୍ତି ଦେହ ବ୍ୟବସାୟୀ । ବାରମ୍ବାର ଚଢ଼ାଉ ପରେ ଚେତି ନାହାଁନ୍ତି । ଆଜି ଭୁବନେଶ୍ୱରରୁ ପୁଣି ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ

ସୁସ୍ଥ ହେଲେଣି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ । ୩ରୁ ୪ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଏମ୍ସ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ପ୍ରଦୀପ୍ତ ଏବେ ଚଲାବୁଲା କରୁଛନ୍ତି । ଏପରିକି ପରିବାର ଲୋକଙ୍କ ସହ ମଧ୍ୟ କଥା ହେଉଛନ୍ତି । ଦ୍ରୃତଗତିରେ

ସରିଲା ତପୁ ମିଶ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଉ ନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର। ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର। ଆଜି ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ୱାମୀ ମୁଖ୍ୟଗ୍ନି ଦେଇଛନ୍ତି। ଅଭିନେତ୍ରୀ ଏଲିନା ଦାସ, ଉଷାସୀ ମିଶ୍ର,ରାଖି,ସୋଫିଆ ଆଲାମ,

୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଶିଶୁ ବିକ୍ରି କରୁଥିବାର ଚିତ୍ର । ଜଣେ ୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା । ସୋସିଆଲ ମିଡିଆରେ ପ୍ରଥମେ ଏହି ଖବର ଭାଇରାଲ ହୋଇଥିଲା । ଏହାପରେ ତତ୍ପର ହୋଇଥିଲା ଚାଇଲ୍ଡ ଲାଇନ୍ । ସନ୍ତାନ ସନ୍ତତି ହେଉନଥିବା ଜଣେ ମହିଳା

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ । ପ୍ରତ୍ୟାଖାନ କରିବା ପରେ ବିଭିନ୍ନ ଧମକ ଦେଇଥିଲା ଦୁର୍ବୁତ୍ତ । ଶେଷରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ପରେ ଫଟୋରେ ଅଶ୍ଳିଳତା ରଖି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତକୁ

ରାଜଧାନୀରେ କିନ୍ନରଙ୍କ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ବିଏସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଉଛି ଟିକା । ବିନା ସ୍ଲଟ ବୁକିଂରେ ସେସନ ଜରିଆରେ ଟିକା ଦିଆଯାଉଛି । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ କରାଯାଇ ଟିକାକରଣ କରାଯାଉଛି । ୟୁନିଟ୍ ୯ ଭୁବନେଶ୍ୱରସ୍ଥିତ ବାଳକ ବିଦ୍ୟାଳୟରେ ୧୦୦ଜଣ

ଓଲଟିଲା ପରିବା ବୋଝେଇ ଟ୍ରକ, ଲୋକେ ବୋହିନେଲେ ପରିବା

ଭୁବନେଶ୍ୱର: ବିଚ୍ ରାସ୍ତାରେ ଓଲଟି ପଡ଼ିଲା ପରିବା ବୋଝେଇ ଟ୍ରକ । ଲୋକେ ସହଯୋଗ କଣ କରିବେ ଓଲଟି ପରିବା ବୋହିନେଲେ । କିଏ ବ୍ୟାଗରେ ଲୋଡ଼ କରି ବୋହିନେଲା ତ ଆଉ କିଏ ବସ୍ତାରେ ଲୋଡ଼ କରି ବୋହିଲା । କରୋନା ଗାଇଡ଼ ଲାଇନକୁ ଲୋକେ ଏକ ପ୍ରକାର ଫୁ କରି ଦେଇଥିଲେ । କେହି ବି ମାସ୍କ ପିନ୍ଧି ନଥିଲେ କି

ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ । ସଫେଇ କର୍ମଚାରୀଙ୍କ ଲାଗି ଦିନଟିଏ । ସହରର ପରିବେଶକୁ ସୁସ୍ଥ ରଖିବାରେ ଏମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ମହାମାରୀ କରୋନା ସମୟରେ ଲୋକେ ଘରୁ ବାହାରୁନଥିବା ବେଳେ ଏମାନେ ନିଜ ଜୀବନକୁ ପାଣି ଛଡ଼ାଇ କାମରେ ଯୋଗ ଦେଇଛନ୍ତି

ଆଜି ଶୀତଳଷଷ୍ଠୀ

ଭୁବନେଶ୍ୱର: ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ପୁଣିଥରେ ସେହିଦିନ ଉପନୀତ ହୋଇଛି। ମଙ୍ଗଳବାର ରାତିରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବରବେଶରେ ବାହାରିବେ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କର ଜଗତ୍ଜନନୀ ମାତା ପାର୍ବତୀଙ୍କ ସହ

କରୋନା ଲାଗି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ ସମୟରେ