Odia News Portal
Browsing Tag

bhubneswar

ଗୋଇଠା ମାରିଲେ, ନିଲମ୍ବିତ ହେଲେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କେସୁରା ଛକରେ ଓମଫେଡରେ ନାବାଳକଙ୍କୁ ମାଡ଼ ମାରିବା ଘଟଣା । ଗୋଇଠା ମାରିଥିବା ହୋମଗାର୍ଡ଼ ଏ.କେ. ବିଶ୍ୱାଳଙ୍କୁ ନିଲମ୍ବିତ କରିଛନ୍ତି ଡିସିପି ଉମାକାନ୍ତ । ସସପେଣ୍ଡ ହୋଇଥିବା ହୋମଗାର୍ଡ ୨୯ ନମ୍ବର ପିସିଆ ଭ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ

ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍‌

ଭୁବନେଶ୍ୱର: ଓଡ଼ିଶା ଆସିଲା ଇକମୋ ମେସିନ୍ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା

ଭୁବନେଶ୍ୱର ସ୍ପା, ବିଉଟି ପାର୍ଲର ସଂଘର ବିକ୍ଷୋଭ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ନୂଆ ଗାଇଡଲାଇନ୍ । ଜୁଲାଇ ମାସର ଗାଇଡ ଲାଇନରେ ସ୍ପା, ବିଉଟି ପାର୍ଲର ଖୋଲିବାକୁ ଅନୁମତି ମିଳିନାହିଁ । ଯେଉଁ କାରଣରୁ ଆଜି ଭୁବନେଶ୍ୱର ସ୍ପା, ବିଉଟି ପାର୍ଲର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ଆଗାମୀଦିନରେ ଆମକୁ ଖୋଲିବାକୁ ଅନୁମତି ଦିଆଯାଉ

ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା ୱେବିନାର ଅନୁଷ୍ଠିତ

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ”ଶୀର୍ଷକ ଆଲୋଚନା

ସିସିଟିଭିରେ କଏଦ ହେଲା ପୋଲିସ ବାବୁଙ୍କ ଦବଙ୍ଗଗିରି

ଭୁବନେଶ୍ୱର: ମାନବିକତା ଭୁଲିଗଲେ ପୋଲିସ ବାବୁ । ନାବାଳକ ଚାଦୋକାନୀଙ୍କୁ ଗୋଇଠା ପରେ ଗୋଇଠା ଥୋଇ ପକାଇଲେ । ଏତିକିରେ ମନ ବୁଝିଲାନି ଯେ ଓମଫେଡ ଦୋକାନରୁ ବ୍ୟାଗରେ ସାମଗ୍ରୀ ବୋହିନେଲ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର ଖବର

ସାବଧାନ! ସୋସିଆଲ ମିଡିଆରେ ଥିଲେ ସତର୍କ ରୁହନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା । ଟ୍ୱିଟ୍ କରି ସତର୍କ ସତର୍କ ସୂଚନା ଦେଇଛି ଓଡ଼ିଶା ପୋଲିସ । ଗୋଟିଏ ନାଁରେ ଏକାଧିକ ଆକାଉଣ୍ଟ ନଖୋଲିବାକୁ ପରାମର୍ଶ ଦେଇଛନ୍ତି । ଆକାଉଣ୍ଟ ଖୋଲିବା ପୂର୍ବରୁ ଭଲ ଭାବରେ ପ୍ରାଇଭେସି ପଲିସିକୁ ଯାଞ୍ଚ କରିବାକୁ

ଭୁବନେଶ୍ୱରରେ ୭ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ରାଜଧାନୀରେ ୭ଟି ମଦ ଦୋକାଲ ସିଲ କରିଛି ବିଏମସି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସହିଦ ନଗର, ବାପୁଜୀ ନଗର, ଡମଣା, ରସୁଲଗଡ଼ ଓ କେୟାର ହସ୍ପିଟାଲ ଛକରେ ଥିବା ମଦ ଦୋକାନ ସିଲ୍ କରିଛି ବିଏମସି । କରୋନା ସମୟରେ ଏମାନେ ଗହଳି କରୁଥିବା

୭ ସାଇବର ଠକଙ୍କ ନିକଟରୁ ୧୬ ହଜାର ସିମ୍‌କାର୍ଡ ଜବତ

ଭୁବନେଶ୍ୱର: ଲକଡାଉନ ସମୟରେ ମାତିଥିଲେ ସାଇବର ଠକ । ଘରେ ବସି ଲୋକଙ୍କୁ ଠକି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । କମିଶନରେଟ୍ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା । ସାଇବର କେଶରେ ଭୁବନେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସହିତଦନଗର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ବଡ଼ ସଫଳତା ପାଇଛି

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ କିନ୍ନର ଗିରଫ

ଭୁବନେଶ୍ୱର: ଲକଡାଉନରେ ଜମୁଛି ନିଶା କାରବାର । ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଦୁଇଜଣ କିନ୍ନରଙ୍କୁ ଧରିଛି ଆରପିଏଫ । ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ହେବ । ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି ।

ତାରିଣୀ ବସ୍ତ୍ରାଳୟ ସିଲ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଲୁଗା ଦୋକାନ ମା ତାରିଣୀ ବସ୍ତ୍ରାଳୟ ସିଲ କରିଛି ବିଏସି । ଏହି ଦୋକାନକୁ ୭୫ ହଜାର ଟଙ୍କାର ଫାଇନ କରିଛି ବିଏମସି । ସେପଟେ ଏଠାକୁ ଆସିଥିବା ଗ୍ରାହାକଙ୍କୁ ୫ହଜାର ଟଙ୍କା ଲେଖାଏଁ ମଧ୍ୟ ଫାଇନ କରାଯାଇଛି । ତେବେ ୫ଜଣ ଗ୍ରାହାକଙ୍କଠାରୁ ୨୫ ହଜାର