ଭାଉଜର ନିର୍ଯାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ କଲା ନଣନ୍ଦ
ଭୁବନେଶ୍ୱର: ଅସହ୍ୟ ହେଲା ଭାଉଜର ନିର୍ଯାତନା । ଦୀର୍ଘଦିନ ହେବ ସହି ଆସୁଥିଲେ । ଶେଷରେ ବାଧ୍ୟହୋଇ ଜୀବନ ହାରିବାକୁ ନିଷ୍ପତି ନେଇଥିଲେ ନଣନ୍ଦ । ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।!-->…