Odia News Portal
Browsing Tag

bhubaneswar

ପୁଲିସ ସହିଦ ଦିବସ ପାଳିତ

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ୬୨ ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ଦେଶରେ ଚଳିତ ବର୍ଷ ୩୭୭ ଜଣ ପୁଲିସ ଅଧିକାରୀ ସହିଦ

ନାବାଳିକା ଅପହରଣ ରୋକିବା ପାଇଁ କମିଶନରେଟ ପୋଲିସର ‘ପ୍ରାରମ୍ଭ’ ଯୋଜନା

ଭୁବନେଶ୍ୱର: ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରାରମ୍ଭ ଯୋଜନା’ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ‘ପ୍ରାରମ୍ଭ’ ଯୋଜନାରେ ନାବାଳିକା ଅପହରଣ ରୋକିବା ନେଇ ସଚେତନତା ସୃଷ୍ଟି କରାଯିବ । ସ୍କୁଲ ଓ

ଆର.କେ ଶର୍ମାଙ୍କୁ ମିଳିଲା ଦୁଇଟି ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରାଜ କୁମାର ଶର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆଇଏଏସ୍ ପ୍ରଦୀପ ମହାପାତ୍ରଙ୍କ ବଦଳିପରେ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଏବେ ସମ୍ଭାଳିବେ ଆଇଏଏସ୍ ରାଜ କୁମାର ଶର୍ମା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ

ମନୀଷ ମୃତ୍ୟୁକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କେମିତି ହେଲା ତାଙ୍କର ମୃତ୍ୟୁ । କିଏ ମାରିଲା? କାହିଁକି ମାରିଲା? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଘାଣ୍ଟି ଚକଟି ହେଉଛି । ତେବେ ଏହାରି ବୁଧବାର ମନୀଷଙ୍କ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ସାଂସଦ କାନିମୋଝୀ କରୁଣାନିଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡିଏମକେ ସାଂସଦ କାନିମୋଝୀ କରୁଣାନିଧୀ । ଆଜି ନବୀନ ନିବାସରେ ପହଂଚି ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କାନିମୋଝୀ କରୁଣାନିଧି । ସେ ଡିଏମକେ ସଂସଦୀୟ ଦଳର ଉପନେତା ଅଛନ୍ତି । ତାମିଲନାଡୁରେ କ୍ଷମତାରେ ଅଛି ଡିଏମକେ ।

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସହରରେ ସାତୋଟି ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହେବ ଏବଂ ଧୀରେ ଧୀରେ ଅଧିକ ଷ୍ଟେସନ୍ ସାଧାରଣ ତଥା ସାଧାରଣ ପରିବହନ ଯାନ ବ୍ୟବହାର ପାଇଁ ଆସିବ । ଭାରତରେ ଇଭି ଭିତ୍ତିଭୂମିରେ ପ୍ରତିଷ୍ଠିତ କମ୍ପାନୀ ଗୁଡିକର ମୁଖ୍ୟ ମାନଙ୍କ ଉପସ୍ଥିତିରେ

ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍‌

ଆଜି ଆସିବାକୁ ଯାଉଛି ସେପ୍ଟେମ୍ବର ମାସର ଗାଇଡଲାଇନ୍ ଯାହା ଉପରେ ସମସ୍ତ ଙ୍କ ନଜର ରହିଛି । ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର । ଆଗକୁ ପାର୍ବଣ ଆସୁଥିବାରୁ ଏହା ପାଇଁ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରାଯାଇପାରେ । ଆଗକୁ ସମ୍ଭାବ୍ୟ

ଅଗଷ୍ଟ ୨୩ ତାରିଖରୁ ଭୁବନେଶ୍ୱର ମହାନଗର ନିଗମର ଅଞ୍ଚଳରେ ଖୋଲିବ ଧର୍ମାନୁଷ୍ଠାନ

ଅଗଷ୍ଟ ୨୩ ତାରିଖରୁ କରୋନା କଟକଣା ଭିତରେ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମୁନିସପାଲ କର୍ପୋରେସନ୍ । ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ, ଏହି ନିଷ୍ପତ୍ତି

କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଆଜି ବସିବ ବୈଠକ

ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ଶିକ୍ଷାନୁଷ୍ଠାନ କେବେଠୁ ଓ କେମିତି ଖୋଲିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବା

ଆଜିଠୁ ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଧାରଣାରେ ମୋ ବସ୍ ଡ୍ରାଇଭର । ରାଜଧାନୀରେ ଆଜି ଗଡୁନି ମୋ ବସ୍ । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍ କର୍ମଚାରୀ । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି