Odia News Portal
Browsing Tag

bhubaneswar

ସାବାସ୍ ରଜତ୍

ଭୁବନେଶ୍ୱର: ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ସେବା । ନିଜର କର୍ମ କରିବା ସହ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ଲୋକ ଆଜି କାଲି ସମାଜରେ ବହୁତ କମ ମିଳନ୍ତି । ତେବେ ଆଜି ଆମେ ଏମିତି ଜଣେ ପୋଲିସବାବୁଙ୍କ ବିଷୟରେ କହିବୁ ଯିଏକି, ନିଜର କର୍ତ୍ତବ୍ୟ ଲାଗି ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କର

ସରକାରୀ ଡାକ୍ତରଙ୍କ କାରସାଦି, କୋଭିଡ ରିପୋର୍ଟ ଆଳରେ ଘରୋଇ କ୍ଲିନିକରେ ଚିକିତ୍ସା

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ଚିକିତ୍ସା ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ । ହେଲେ ସେହି ଡାକ୍ତରଯେତେବେଳେ ନିକଟସ୍ଥ ଘରୋଇ କ୍ଲିନିନକୁ ଯାଇ ରୋଗୀ ଦେଖୁଛନ୍ତି ଆଉ କୋଭିଡ ରିପୋର୍ଟ ଆବଶ୍ୟକ ହେଉନାହିଁ । ରାଜ୍ୟର ପ୍ରାୟ ସବୁ ସରକାରୀ ଡାକ୍ତରଖାନାରେ ଏହି ଅବସ୍ଥା ।

ସର୍ବସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ, ଲୋକ ସାଜିଲେ ଦେଖଣା ହାରି

ଭୁବନେଶ୍ୱର: ସମସ୍ତେ ଦେଖୁଥିଲେ । ହେଲେ କେହି ବି ପ୍ରତିବାଦ କରୁନଥିଲେ । ଯୁବତୀଙ୍କୁ ସର୍ବ ସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ କରୁଥିଲା ନର ରାକ୍ଷସ । କିନ୍ତୁ ଲୋକେ ସାଜିଥିଲେ ଦେଖଣାହାରି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଘଟିଛି ଏଭଳି ଘଟଣା

ଆରମ୍ଭ ହେଲା ସ୍ୱାଧିକାର ଇଣ୍ଟର ସ୍କୁଲ ଖୋଖୋ ଚାମ୍ପିୟନସିପ୍

ଭୁବନେଶ୍ୱର: ଦୈନିକ ଏବଂ ସାପ୍ତହିକ ଖବର କାଗଜ ତଥା ଓଡ଼ିଶାର ଅଗ୍ରଣୀ ୱେବ ଚ୍ୟାନେଲ ଭାବେ ଘରେ ଘରେ ପରିଚିତ ଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ

ଭୁବନେଶ୍ୱ ର: ଶି କ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନି କଙ୍କ ତାଲିକାରେ ସ୍ଥାନ ପାଇବାର ଗୋ÷ରବ ଅର୍ଜ ନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈ ଜ୍ଞାନିକମାନଙ୍କ ତାଲି କାରେ

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଓଡିଶାର ସମସ୍ତ ପୌରସଂସ୍ଥା ଓ ୩୩ଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ୧୧୪ଟି ପୌରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩୩ଟି ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସଂପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ରଗୁଡିକରେ ବ୍ୟବହୃତ ସଂରଜାମର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସ୍ୱାକ୍ଷରିତ

ରାଜଭବନ ପେଟ୍ରୋଲ ପମ୍ପ ଦୁର୍ଘଟଣାକୁ ବର୍ଷେ ପୂରିଲା, ସବୁ ଲୁଚିଗଲା

ଭୁବନେଶ୍ୱର : ରାଜଭବନ ପେଟ୍ରୋଲ ପମ୍ପ ଅଗ୍ନକାଣ୍ଡକୁ ବର୍ଷଟିଏ ପୂରିଗଲା । ହେଲେ ଦୁର୍ଘଟଣାର କାରଣ କିମ୍ବା କାର୍ଯ୍ୟାନୁଷ୍ଠାନ ବିଷୟରେ ରାଜ୍ୟବାସୀ କିମ୍ବା ରାଜଧାନୀବାସୀ କେହି କିଛି ଜାଣିପାରିଲେ ନାହିଁ । ପେଟ୍ରୋଲ ପମ୍ପ ବି ଖୋଲିଲା ନାହିଁ । ସବୁ କିଛି ଲୁଚିଗଲା । ରାଜଧାନୀବାସୀଙ୍କ

ରାଜଧାନୀରେ ଟମାଟୋ କିଲୋ ୮୦ ଟଙ୍କା

ଭୁବନେଶ୍ୱର: କାର୍ତ୍ତିକ ମାସ ଆରମ୍ଭରୁ ପରିବାର ଦର ଆକାଶ ଛୁଅାଁ ହୋଇଛି । ଟମାଟୋ କିଲୋ ପ୍ରତି ଏବେ ୮୦ ଟଙ୍କା ଉପରେ ରହିଛି । ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ସୂଚନାନୁସାରେ, ଦେଶରେ ଦୀର୍ଘ ଦିନର ମୌସୁମୀ ବର୍ଷା ଯୋଗୁଁ ଟମାଟୋ ଫସଲ

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି କମିଶନରେଟ ପୋଲିସ। ପ୍ରସନ୍ନ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ଥିବା ସୂଚନା ରହିଛି।

ଆଜିଠୁ ଟ୍ୱିନସିଟିରୁ ହଟିବ କଟକଣା

ଭୁବନେଶ୍ୱର: ଆଜିଠୁ ହଟୁଛି କଟକଣା । ଟ୍ୱିନସିଟିରେ ଲାଗିଥିବା ପାର୍ବଣ କଟକଣା ଆଜିଠୁ ହଟିବ । ଫଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ବଦଳରେ ପୁଣିଥରେ ୧୦ଟା ଯାଏଁ ଖୋଲା ରହିବ । ଗତ ୧୧ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା । ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ