Odia News Portal
Browsing Tag

bhubaneswar

ଲୁଟ୍ କରିବାକୁ ଆସି ଛେଚା ଖାଇଲେ

ଭୁବନେଶ୍ୱର:ୠାଇ ଗୋରୁ ଭଳି ମାଡ଼ । ଲୁଟ କରିବାକୁ ଆସିଥିବା ଦୁର୍ବୁତ୍ତଙ୍କୁ ଧରି କୁଟିଲେ ଲୋକେ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା । ଫେଲ୍ ହେଲା ଲୁଟ୍ କରି ଫେରାର୍ ପ୍ଲାନ୍ । ଲୁଟେରାକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦନଗର

ରାଜଧାନୀ ଡବଲ ମର୍ଡର ଘଟଣା, ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡର ଗୁମର ଯେତେ ଖୋଲୁଛି, ସଇତାନ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜଙ୍କ କାରନାମା ସେତେ ସେତେ ପଦାକୁ ଆସିବାରେ ଲାଗିଛି । ହତ୍ୟା ପଛର ସତ କହିଛନ୍ତି ଅବନ୍ତିଙ୍କ ଶଳା ସୁମନ୍ତ ପ୍ରଧାନ । ହତ୍ୟା ପଛର କାରଣ ସେୟାର ବଜାର କାରବାରରେ କ୍ଷତି ବୋଲି କହିଛନ୍ତି

ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା, ଅଭିଯୁକ୍ତ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଅଟକ। ରୂପେଶଙ୍କୁ ଅଟକ ରଖି ପଚରାଉଚରା କରୁଛି କମିଶନରେଟ୍‌ ପୋଲିସ । ହସ୍‌ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖାଯାଇଛି। ଗତକାଲି ଦୁଇ ପରିବାର ସଦସ୍ୟଙ୍କ ବୟାନ୍‌ ରେକର୍ଡ

ଭୁବନେଶ୍ୱର ଛାଡିବାକୁ ନାରାଜ, ପୁଲିସ୍‍ ମୁହଁରେ ଲାଗିଛି ରାଜଧାନୀ ଇଲିସି

ଭୁବନେଶ୍ୱର : ପୁଲିସ୍‍ ବାବୁମାନଙ୍କ ପାଇଁ ରାଜଧାନୀ ଏବେ ସୁନା ଇଲିସି ପାଲଟିଛି । ଥରେ ରାଜଧାନୀରେ ପୋଷ୍ଟିଂ ହେଲେ ମୁହଁରେ ଏହି ଇଲିସି ଏମିତି ଲାଗିଯାଉଛି ଯେ ଯେତେ ଯାହା ହେଲେ ବି ରାଜଧାନୀ ଛାଡୁ ନାହାନ୍ତି । ଯଦି କିଏ କେଳେଙ୍କାରୀ କରି କିମ୍ବା ଦୁର୍ନୀତି କରି ଧରାପଡୁଛି ତେବେ ଯାଇ

ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା ଆବେଦନ ଫର୍ମ ଦାଖଲର ତାରିଖ ବୃଦ୍ଧି

ଭୁବନେଶ୍ୱର: ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନଲାଇନ ଆବେଦନ ଫର୍ମ ଦାଖଲ କରିବାର ତାରିଖ ଆସନ୍ତା ନଭେମ୍ବର ୫ ତାରିଖକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ଭୁବନେଶ୍ୱର ସୈନିକ ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରିନ୍ସପାଲ୍, ସୈନିକ ସ୍କୁଲ୍ ଭୁବନେଶ୍ୱର, ଗ୍ରୁପ୍ କ୍ୟାପଟେନ୍

କୋହଳ ହେଲା ବିଏମସି କଟକଣା, ଜାଣନ୍ତୁ କଣ ଆସିଲା ନୂଆ ନିୟମ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ।

ବନ୍ଧାହେଲେ ଦୁଇ ଠକ ଆଇଏଏସ ଅଫିସର

ଭୁବନେଶ୍ୱର: ନିଜକୁ ଆଇଏଏସ ଅଫିସର କହି ଠକୁଥିବା ଦୁଇ ଠକଙ୍କୁ ଭୁବନେଶ୍ୱର ଓ କଟକରୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା –ଇଓଡବ୍ଲ୍ୟୁ ଦୁଇ ନକଲି ଆଇଏଏସଙ୍କୁ ଗିରଫ କରିଛି । ସେମାନେ ହେଲେ ସୂର୍ୟ୍ୟମଣି ତ୍ରିପାଠୀ ଓ ଅମିତ କୁମାର । ଠିକାଦାରୀ ଦେବା ନାଁରେ ଦୁହେଁ ୧

ଏବେଠୁ ଏତେ, ଆଗକୁ କେତେ?

ଭୁବନେଶ୍ୱର: କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଅାଁ ହେଲାଣି । ଯେଉଁ ପରିବା ଧରିବ ହାଇଚାର୍ଜ ରେଟ୍ । ଗ୍ରାହାକମାନେ ପରିବା ରେଟ୍ ଶୁଣି ଛାନିଅାଁ ହେଉଛନ୍ତି । ତେବେ ପରିବା ଦର ବୃଦ୍ଧିକୁ ନେଇ ଏବେ ଖଟି ଚର୍ଚ୍ଚା । ଦର କେବେ କମିବ ଆଉ କେତେଦିନ ଏମିତି ବଢ଼ିବ ତାକୁ ନେଇ ଚର୍ଚ୍ଚା

ସ୍ବାଧୀକାର ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା, ଦ୍ବିତୀୟ ଦିନରେ କବିର ପବ୍ଳିକ ସ୍କୁଲ ବିଜୟୀ

ଭୁବନେଶ୍ୱର: ଦୈନିକ ଏବଂ ସାପ୍ତହିକ ଖବର କାଗଜ ତଥା ଓଡ଼ିଶାର ଅଗ୍ରଣୀ ୱେବ ଚ୍ୟାନେଲ ଭାବେ ଘରେ ଘରେ ପରିଚିତ ଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି କବିର public ସ୍କୁଲ ଓ iihm 2 ମଧ୍ୟରେ match ଅନୁଷ୍ଠିତ ହୋଇଥିଲା କବିର public

ଡିଜିଲକର ସହ ଯୋଡି ହେଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ-ବିଏମସି କେନ୍ଦ୍ର ସରକାରଙ୍କ ଇ-ଗଭର୍ଣ୍ଣାନସ ବ୍ୟବସ୍ଥା –ଡିଜି ଲକର ସହ ଯୋଡି ହୋଇଛି । ଏଣିକି ଭୁବନେଶ୍ୱର ବାସିନ୍ଦାଙ୍କୁ ଅନଲାଇନରେ ବିବାହ ପ୍ରମାଣ ପତ୍ର ପାଇବା ପାଇଁ ଆଉ କାଗଜପତ୍ର ଦାଖଲ କରିବାକୁ ପଡିବ ନାହିଁ । ଡିଜି ଲକର ବ୍ୟବସ୍ଥା ଦ୍ୱାରା