Odia News Portal
Browsing Tag

bhubaneswar

ଭୁବନେଶ୍ୱରରେ ଜୁନିୟର ପାକିସ୍ତାନ ହକି ଦଳ

ଭୁବନେଶ୍ୱର: ଜୁନିୟର ବିଶ୍ୱକପ ଲାଗି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ଗୋଟିଏ ପରେ ଗୋଟିଏ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଆସନ୍ତା ୨୪ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ଜୁନିଅର ହକିରେ ଭାଗ ନେବା ପାଇଁ ପାକିସ୍ତାନ ଦଳ ଭୁବନେଶ୍ୱରରେ

ନୀଳ ରଙ୍ଗରେ ଝଲସିଲା ରାଜାରାଣୀ ମନ୍ଦିର

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚାଲିଥିବା ଗର୍ଭାଶୟ କର୍କଟ ବିଲୋପ ଅଭିଯାନକୁ ବ‌ର୍ଷେ ପୂରିଛି । ତେଣୁ ଜନ ସଚେତନତା ପାଇଁ ଦାୟିତ୍ବ ବହନ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏହି ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ ଏଏସ୍‌ଆଇ ଓ କ୍ରିୟା

ଚଳିତବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା

ଭୁବନେଶ୍ୱର : ଚଳିତ ବର୍ଷ ହେବନି ଭୁବନେଶ୍ବର ବାଲିଯାତ୍ରା । କଟକ ବାଲିଯାତ୍ରା ନହେବା ନେଇ ବିଜ୍ଞପ୍ତି ଜାରି ହେବା ପରେ ଏବେ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । କୋଭିଡ କଟକଣା ପାଇଁ ବାଲିଯାତ୍ରାକୁ ଅନୁମତି

ସାଇବର ଠକେଇ ପଛରେ ବିଦେଶ ଲିଙ୍କ୍

ଭୁବନେଶ୍ୱର: ଓକାକ ସିଓଓଙ୍କ ଫୋନ ହ୍ୟାକ ଓ ସାଇବର ଠକେଇ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ସାଇବର ଠକେଇ ପଛରେ ରହିଛି ବିଦେଶ ଲିଙ୍କ। ସେପଟେ ସାଇବର ଠକର ରହିଛି ଏକାଧିକ ଆକାଉଣ୍ଟ। ୟୁପିଆଇ ଟ୍ରାଞ୍ଜାକସନ ଏବଂ ନେଟ ବ୍ୟାକିଂ ଦ୍ୱାରା ଠକେଇ ହୋଇଛି। ନାଇଜେରିଆ ଲିଙ୍କ ସନ୍ଦେହ

ସାଇବର ଠକାମୀର ଶୀକାର ହେଲେ ଓକାକ୍ ମୁଖ୍ୟ

ଭୁବନେଶ୍ୱର: ଓକାକ୍ ର ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି । କେବଳ ହ୍ୟାକ୍ ହୋଇନାହିଁ ୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମଧ୍ୟ ହୋଇଛି । ଗତକାଲି ଅଜଣା ନମ୍ବରରୁ କଲ୍ ଆସିବା ପରେ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଫୋନ୍ ହ୍ୟାକ୍ ଏବଂ ପରେ ଦୁବୃର୍ତ୍ତ

ରାସ୍ତା ଉପରେ ଜଳିଗଲା ରୋଲର

ଭୁବନେଶ୍ୱର: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ରୋଲର। ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ। ଭୁବନେଶ୍ୱର ପଟିଆ ନିକଟରେ ଘଟିଛି ଏହି ଅଘଟଣ। ରାସ୍ତା ଉପରେ ଗାଡିଟି ଜଳୁଥିବାରୁ ୩୦ ମିନିଟ୍‌ କାଳ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ କିଟ୍‌ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି

ଠକେଇ ଅଭିଯୋଗରେ ଗିରଫ ହେଲେ ବିଲଡର ଗୟାଧର ଜେନା

ଭୁବନେଶ୍ୱର: ଠକିଥିଲେ, ଗିରଫ ହେଲେ । ଜମି ଦେବାକୁ କହି ଟଙ୍କା ଆଣିଥଲେ କିନ୍ତୁ ଜାଗା ନଦେଲେ ନାହିଁ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଗିରଫ ହୋଇଛନ୍ତି ବିଲଡର । ରାଜଧାନୀ ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଠକେଇ ଅଭିଯୋଗରେ ବିଲଡର ଗୟାଧର ଜେନାଙ୍କୁ ଗିରଫ କରିଛି । ଶାରଳା ରିଅଲକନର

ଜାଣନ୍ତୁ ପ୍ରତାପଙ୍କ ସମ୍ପତ୍ତି କେତେ ?

ଭୁବନେଶ୍ୱର: ଓଡିଶା ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଘରେ ଭିିଜିଲାନ୍ସ ଚଢାଉ ହୋଇଥିଲା । ୧୧ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୨ ଘଣ୍ଟାର ଚଢାଉ

ଭୁବନେଶ୍ୱର ଏବଂ ନୟାଗଡ଼ ମଧ୍ୟରେ ଗଡିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭାରତୀୟ ରେଳ ଆଜି ନଭେମ୍ବର ୧୫, ୨୦୨୧ ରୁ ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ରେଳବାଇର ସରକାରୀ ସୂତ୍ରରୁ ପ୍ରକାଶ ଯେ ଗଋଗଟ ଟ୍ରେନ୍ ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇବ। ଭୁବନେଶ୍ୱରରୁ ଭୁବନେଶ୍ୱର-ନୟାଗଡ଼

ପୁଲିସ୍‍କୁ ଚକ୍‍ମା ଦେଉଛନ୍ତି ରାଜଧାନୀ ଛୋଟ ଚୋର

ଭୁବନେଶ୍ୱର : ରାଜଧାନୀ ପୁଲିସ୍‍କୁ ଏବେ ଛୋଟ ଚୋରମାନେ ଚକ୍‍ମା ଦେଉଛନ୍ତି । ବଡ ବଡ ଚୋରଙ୍କୁ ଧରି ପୁଲିସ୍‍ ଜେଲ୍‍ ପଠାଉଥିବାବେଳେ ସେମାନଙ୍କ ଚେଲାମାନେ ଏବେ ପୁଲିସ୍‍କୁ ନାକେଦମ କରୁଛନ୍ତି । ଏମାନଙ୍କ ଉପରେ ଦୟାକରି ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଛୋଟ ବଡ ଚୋରି ଠାରୁ ଆରମ୍ଭ