ଭିତରକନିକାରେ ବ୍ୟାଟେରିଚାଳିତ ବୋଟ୍ ସେବା ଆରମ୍ଭ
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରିଚାଳିତ ବୋଟ୍ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍ରେ (ଏଫ୍ଆର୍ପି) ପ୍ରସ୍ତୁତ ବୋଟ୍ରେ ଇଞ୍ଜିନ୍ ଓ ବ୍ୟାଟେରି ସଂଯୋଗ କରାଯାଇ ଏହାକୁ ପର୍ଯ୍ୟଟକଙ୍କ ଲାଗି ଉତ୍ସର୍ଗ କରାଯାଇଛି । ଏହାର ନାଁ ‘ଭାନିକ’ ରଖାଯାଇଛି ।!-->…