ଭୁବନେଶ୍ୱର ଭରତପୁର ବସ୍ତିରୁ ଧଳା ଜହର ଜବତ
ରାଜଧାନୀରେ ବେଧଡକ୍ ଚାଲିଛି ନିଶା କାରବାର । ଗଞ୍ଜେଇ ଠାରୁ ନେଇ ବ୍ରାଉନସୁଗାର ପର୍ଯ୍ୟନ୍ତ ସୁବ ପ୍ରକାର ବେଆଇନ୍ ନିଶା ଦ୍ରବ୍ୟର ହବ୍ ପାଲଟିଛି ଭୁବନେଶ୍ୱର ।
ଏମିତି କି ଏବେ ଭୁବନେଶ୍ୱର ବସ୍ତି ଗୁଡିକ ନିଶା ଦ୍ରବ୍ୟ ଗୁଡିକର ମିନି ମାର୍କେଟ ପାଲଟିଛନ୍ତି । କାରଗିଲ ବସ୍ତି, ଭରତପୁର!-->!-->!-->…