ଶୀତ ଋତୁରେ ମେଥି ଶାଗର ଉପକାରିତା
ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା
ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ ।ଶୀତ ଋତୁରେ ବଜାରରେ ସବୁଜ
ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ
ଔଷଧୀୟ ଗୁଣ ଭାରି ରହିଥାଏ ।ମେଥି ଶାଗ ଶୀତରେ!-->…