ବେଗୁନିଆରେ ଗୁଳିମାଡ଼, ଜଣେ ଗୁରୁତର
ଖୋର୍ଦ୍ଧା: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଦିନ ଦ୍ୱିପ୍ରହରରେ ଫୁଟିଛି ଗୁଳି । ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଫୁଟିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗୁଳିକାଣ୍ଡରେ ବିଭୂତି ଭୂଷଣ ଜେନ ନାମକ ଜଣେ ବ୍ୟକ୍ତି ଗୁରୁତର!-->…