ରିଲିଫ ପାଇଁ ଆସିଥିବା ଚୁଡା ଓ ଗୋଖାଦ୍ୟ ଲୁଚାଇ ରଖିଥିଲେ ସରପଞ୍ଚ
ବାସୁଦେବପୁର: ରିଲିଫ ଲୁଚେଇ ରଖିଥିଲେ ବିଜେଡି ସରପଂଚ । ଆଉ ଚାରିଆଡୁ ଚାପ ପଡିବା ପରେ ସ୍ୱାମୀଙ୍କ ହାତରେ ପଠାଇଥିଲେ ବାଂଟିବାକୁ । ହେଲେ ବାତ୍ୟାର ୨୧ ଦିନରେ ତାଟିଆଏ ଗମୁରା ଚୁଡା ନନେଇ ଫିଙ୍ଗି ଦେଇଥିଲେ ଲୋକେ । ଏମିତିକି ସରପଂଚଙ୍କ ସ୍ୱାମୀଙ୍କ ସହ ଗାଁ ଲୋକଙ୍କ ହୋ-ହାଲାର ଏକ୍ସକଲ୍ୟସିଭ!-->…