ଓଡ଼ିଶା ହେବ ବସ୍ତି ମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯିବ ଉନ୍ନତିକରଣ
ଭୁବନେଶ୍ୱର: ବସ୍ତି ବାସିନ୍ଦା ଲାଗି ଖୁସି ଖବର । ଓଡ଼ିଶା ହେବ ବସ୍ତି ମୁକ୍ତ । ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ପ୍ରକାରର ସୁବିଧା । ୨୯୯୨ ବସ୍ତିର ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନବସତି ଭଳି ବସ୍ତି!-->…