ବ୍ୟାଙ୍କ ବନ୍ଦ ଯୋଗୁଁ ଅସୁବିଧାରେ ବ୍ୟାଙ୍କ ଗ୍ରାହକ
ଭୁବନେଶ୍ବର: ଆଜି ବ୍ୟାଙ୍କ ବନ୍ଦର ଦ୍ଵିତୀୟ ଦିନ। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ ଏହି!-->…