Odia News Portal
Browsing Tag

bank close

ଆସନ୍ତା ୨୭ରେ ବନ୍ଦ ରହିବ ବ୍ୟାଙ୍କ୍

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି) । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ ।

ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁଦିନ ପଡୁଛି ଛୁଟି

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କାମ ଅଛି ତେବେ ଶୀଘ୍ର କାମ ସାରିଦିଅନ୍ତୁ । ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ । ଆରବିଆଇ ସରକାରୀ ଛୁଟି ମୁତାବକ୬ଦିନ ବନ୍ଦ ହେବାକୁଥିବା ବେଳେ ୪ଟି ରବିବାର ଓ ଦୁଇଟି ଶନିବାର ତଥା ଦ୍ୱିତୀୟ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ ।