ରଥ ନିର୍ମାଣ ଚାଲିଥିଲା, ଚଢ଼ାଉ କଲା ପ୍ରଶାସନ
ବାଲେଶ୍ୱର: ପରମ୍ପରାକୁ ବଜାୟ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ବାରମ୍ବାର ବାରଣ କରିବା ସତ୍ତ୍ୱେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିଲା ।!-->…