ଗୋପୀନାଥପୁର- ବୈଦେଶ୍ୱର ସେତୁର ସମୀକ୍ଷା କଲେ କ୍ରିଷନ୍ କୁମାର
ବଡମ୍ବା: ବଡମ୍ବା ବିଧାୟକ ଦେବୀ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ମହାନଦୀରେ ନିର୍ମାଣାଧୀନ ଗୋପୀନାଥପୁର – ବୈଦେଶ୍ୱର ସେତୁର ଚୂଡାନ୍ତ ରୂପରେଖ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ଉଚ୍ଚ ସ୍ତରୀୟ ବୈଷୟିକ ଟିମ ସହ ପରିଦର୍ଶନ ଓ ଆଲୋଚନା!-->…