ଅଗଷ୍ଟ ୧୫ ତାରିଖକୁ କାହିଁକି ସ୍ୱାଧିନତା ଦିବସ ରୂପେ ବଛାଗଲା, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ
ଭୁବନେଶ୍ୱର: ଆମେ କାହାର ଗୁଲାମ ନୁହେଁ । ଆମେ ସ୍ୱାଧିନ ଭାରତର ନାଗରିକ । ହେଲେ ଦେଶ ସ୍ୱାଧିନ ହେବା ଲାଗି ଅନେକଙ୍କ ବଳିଦାନ ସଦା ଚିରସ୍ମରଣୀୟ ହୋଇ ରହିବ । ସ୍ୱାଧିନତା ଲାଗି ଅନେକ ମା ନିଜର ପୁଅକୁ ହରାଇଛନ୍ତି ତ ଆଉ କିଏ ନିଜର ସ୍ୱାମୀ ଓ ଭାଇଙ୍କୁ ହରାଇଛନ୍ତି । ପରିଶେଷରେ ସମସ୍ତଙ୍କ!-->…