Odia News Portal
Browsing Tag

assembly

ବିଧାନସଭାରେ ପାରିତ ହେଲା ଆଉ ୫ଟି ବିଲ୍

ଭୁବନେଶ୍ୱର() କରୋନା କଟକଣା ମଧ୍ୟରେ ବିଧାନସଭା ମୌସୁମୀ ଅଧିବେଶନ ଶେଷ ହୋଇଛି ।  ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥର ମୌସୁମୀ ଅଧିବେଶନ ୭ ଦିନ  ଚାଲିଥିଲା  ।  ଅଧିବେଶନରେ ୭ ବିଲ୍ ଆଗତ ହୋଇଥିଲା । ଶେଷ ଦିନରେ…

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର() ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି । ଗୃହରେ ୪ ଦିନ ବିତର୍କ ପରେ ବାଚନିକ ଭୋଟରେ ବିଲ୍ ପାରିତ ହୋଇଛି । ଏଣିକି ଗୋଟିଏ ଆଇନରେ ସମସ୍ତ ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ ।…

କୃଷି ସମସ୍ୟାକୁ ନେଇ ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର() କୃଷି ସମସ୍ୟାକୁ ନେଇ ଆଜି ପୁଣି ଗୃହରେ ମୁଲତବୀ ନୋଟିସ କରିଛନ୍ତି ବିରୋଧୀ । ଅନ୍ୟପଟେ ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ଆଜି ଗୃହରେ ଉତ୍ତର ରଖିବେ କୃଷି ମନ୍ତ୍ରୀ ଅରୁଣ ସାହୁ ।

କରୋନାକୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର() ଗୃହରେ କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ବାଚସ୍ପତି ରୁଲିଂ କରିଥିବା ଜଣାପଡିଛି । ତେବେ…

ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର() ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଗୃହରେ ହଙ୍ଗାମା ହୋଇଛି । ହାଥରସ ଗଣଦୁଷ୍କର୍ମ ମାମଲାରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ସଦସ୍ୟ । ହଙ୍ଗାମା ପରେ ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଏଣିକି ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା ସହ ୨ ବର୍ଷ ଜେଲ୍‌ ଦଣ୍ଡ

ଭୁବନେଶ୍ୱର()  ବିଧାନସଭାରେ ପାରିତ ହୋଇଛି ସଂକ୍ରାମକ ରୋଗ ବିଲ୍‌ ୨୦୨୦ । ବିରୋଧୀଙ୍କ ବିରୋଧ ସତ୍ତେ୍ୱ ଗୃହରେ ଏ ବିଲ୍‌ ପାରିତ ହୋଇଯାଇଛି । କରେନା ମହାମାରୀ ସଂକ୍ରମଣକୁ ରୋକିବାକୁ ସରକାର ଏଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିଛନ୍ତି । କରୋନା ନିୟମ ଉଲ୍ଲଂଘନ କଲେ ଏଣିକି ଲକ୍ଷେ ଟଙ୍କା…

ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ

ଭୁବନେଶ୍ୱର() ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ତେବେ ଆଜି ଶୋକପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ କରାଯାଇଛି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ କାର୍ୟ୍ୟକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ, କରୋନା ଡର ମଧ୍ୟରେ…

ନବୀନ ନିବାସରୁ ଯୋଡି ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ୍ ୧୬ଟି ବିଲ୍‌ ଆଗତ କରିବେ ବୋଲି ଜଣାପଡିଛି । ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ ମହାମାରୀ ସମୟରେ…

ବିଧାୟକଙ୍କ ସିଟ୍ ସମ୍ପୁଖରେ କାଚ

ଭୁବନେଶ୍ବର() ଚଳିତ ଥର ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ । ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ । ଏନେଇ ୧୪୫ଟି ଆସନ ପ୍ରସ୍ତୁତ…

୨୫ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ() ବିଧାନସଭା ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୨୫ ତାରିଖରେ ଏହି ସର୍ବଦଳୀୟ ବସିବ ବୋଲି ଜଣାପଡିଛି । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭା କେମିତି ଚାଲିବ, ତାହା ଉପରେ ଏହି ବୈଠକରେ ଆଲୋଚନା ହେବ ।