ଜମ୍ମୁ କାଶ୍ମୀରର ବିଧାନସଭା ଆସନ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନଙ୍କ ପ୍ରସ୍ତାବ
କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ବିଧାନସଭା ଆସନ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନ ପ୍ରସ୍ତାବ ଦେଇଛନ୍ତି। ଜାମ୍ମୁ କାଶ୍ମୀର ପାଇଁ ମୋଟ ୭ ଟି ସିଟ୍ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ଜାମ୍ମୁ କାଶ୍ମୀରରେ!-->…