ଆଜିବି ଅନନ୍ୟାଙ୍କୁ ଏନସିବିର ଜେରା
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଜି ପୁଣି ଜେରା କରିବା ପାଇଁ ଅନନ୍ୟା ପାଣ୍ଡେଙ୍କୁ ସମନ୍ ଜାରି କରାଯାଇଛି। ଏହାକୁ ଲଗାଇ ‘ଏନ୍ସିବି’ ଜେରା ପାଇଁ ଅଭିନେତ୍ରୀ ଅନନ୍ୟାଙ୍କୁ ତିନି ଥର ସମନ୍ ଜାରି କଲାଣି। ପ୍ରଥମେ ଗତ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି!-->…