Odia News Portal
Browsing Tag

arun sahoo

କଲେଜରେ ହେବ ଏକ୍ସଟ୍ରା କ୍ଲାସ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() କଲେଜରେ ଯେଉଁମାନଙ୍କ ଉପସ୍ଥାନ କମ ରହିଛି ସେମାନଙ୍କ ସୁବିଧା ପାଇଁ ଏଣିକି କଲେଜରେ ଏକ୍ସଟ୍ରା କ୍ଲାସକୁ କରିବା ନେଇ ଗୁରୁତ୍ୱ ଦିଆଯାଇଛି । ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀଙ୍କ ସହ ଦୁର୍ବଳ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ଏକ୍ସଟ୍ରା କ୍ଲାସରେ ସାମିଲ କରାଯିବ ବୋଲି…

ଶିକ୍ଷକତାକୁ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ।…

ଅରୁଣଙ୍କ ଠାରୁ ହାରିଥିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର () ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବଲିର ଆଜି ଥିଲା ଦ୍ବିତୀୟ ଦିନ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର କ୍ୟାମ୍ପସ ଜୀବନର ସ୍ମୃତି ମନେ ପକାଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ନିଜର ଛାତ୍ର ଜୀବନ କଥା ମନେ ପକାଇ କହିଥିଲେ କି,…

ପୂରୁଣା ସ୍ମୃତିରେ ଅରୁଣ

ଭୁବନେଶ୍ୱର() ନାଁ ତାଙ୍କର ଅରୁଣ । ନାଁ ଯେମିତି କାମ ବି ସେମିତି । ତାଙ୍କୁ ଯେତେବେଳେ ଯେଉଁଠି ଅବସ୍ଥାପିତ କଲେ ବି ସେ ସୂର୍ଯ୍ୟ ଭଳି ସବୁ ବେଳେ ଝଟକୁ ଥାଆନ୍ତି, ଆଉ ନିଜର ସ୍ୱତନ୍ତ୍ରତା ମଧ୍ୟ ବଜାୟ ରଖନ୍ତି । ସେ ବାଣୀ ବାହାରର ଛାତ୍ର ରାଜନୀତି ହେଉ କିମ୍ବା ଫୁଟବଲ ପଡିଆରେ ଫୁଟବଲ ଖେଳ ହେଉ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବାଣୀବିହାର ଶ୍ରେୟ

ଭୁବନେଶ୍ୱର () ଓଡିଶା ଉଚ୍ଚଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବାଣୀବିହାର ପାଳନ କରୁଛି ତାହାର ପ୍ଲାଟିନମ ଜୁବୁଲି । ଉକ୍ରଳ ବିଶ୍ୱବିଦ୍ୟାଳୟର ଏହି ମହାକୁମ୍ଭରେ ସାମିଲ ହେଉଛନ୍ତି ଶିକ୍ଷାନୁÂାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର । ତେବେ ସବୁଠାରୁ ବଡ କଥା ହେଲା ରାଜନୀତିରୁ ଉଦ୍ଧ୍ୱର୍ରେ…

ନୈରାଶ୍ୟ ଜନକ ଭୁମିକାରୁ ନିବୃତ ରହୁ ବ୍ୟାଙ୍କ: କୃଷିମନ୍ତ୍ରୀ

ଭୁବନେଶ୍ୱର() ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଧରିଲେ କୃଷି ଆୟ ଦ୍ୱିଗୁଣିତ ହେବା ସ୍ୱପ୍ନରେ ରହିଯିବ ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । କୃଷି ଭବନରେ ବ୍ୟାଙ୍କର୍ସ ମାନଙ୍କର ଏକ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ…

ଏଓବିଏସ୍ଓ ଓ ଏଓଡିଏସ୍ଓ ଛାତ୍ରସଂଘଙ୍କ ଜରାସ୍ରମ ନିବାସକୁ ସହାୟତା ରାଶି ପ୍ରଦାନ

ଆଜି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ତରଫରୁ ଗତ ରବିବାର ଦିନ ୪ର୍ଥ ବାର୍ଷିକ ନୂତନ କର୍ମକର୍ତ୍ତା ଚୟନ କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଅଥିତି ମାନ୍ୟବର ମନ୍ତ୍ରୀ ଡଃ. ଅରୁଣ କୁମାର…

ବାତ୍ୟା ପାଇଁ ଚାଷୀଙ୍କ ପାଇଁ ଓୟୁଏଟି ପକ୍ଷରୁ ଜାରି ହେବ ଆଡଭାଇଜରୀ

ଭୁବନେଶ୍ୱର() ବାତ୍ୟା, ବର୍ଷାକୁ ନେଇ ଚାଷିଙ୍କ ପାଇଁ ଆଡଭାଇଜରୀ ଜାରି କରାଯିବ । ବାତ୍ୟାର ଦିଗ କେଉଁ ଆଡ଼େ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବା ପୂର୍ବରୁ ଚାଷୀଙ୍କୁ ସତର୍କ ରହିବା ଆଡଭାଇଜରୀ ଜାରି କରିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ…