Odia News Portal
Browsing Tag

arun sahoo

ଚିକେନ୍ ,ଅଣ୍ଡା ଖାଇଲେ ବ୍ୟାପୁନି କରୋନା

ଭୁବନେଶ୍ୱର() ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କୁକୁଡ଼ା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପୁନି । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି…

ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଅଧ୍ୟାପକଙ୍କ ବ୍ରତ ହେଉ: ଅରୁଣ

ଭୁବନେଶ୍ୱର() ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିÂାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ…

ମତେ ପଛେ ଗାଳି ଦିଅନ୍ତୁ କିନ୍ତୁ ପିଲାଙ୍କ ଭବିଷ୍ୟତ ସହ ଖେଳନ୍ତୁ ନାହିଁ

କେନ୍ଦ୍ରାପଡା () ସମାଜରେ ଯୁଗେ ଯୁଗେ ଗୁରୁମାନେ ହେଉଛନ୍ତି ଆଦର୍ଶ । ସେମାନେହିଁ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ । କାରଣ ଶିକ୍ଷକତା ହେଉଛି ଏକ ମହତ ବୃତ୍ତି। ଶିକ୍ଷାକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଗୁରୁମାନେ ନିଜ ବୃତ୍ତିର ମହାନତାକୁ ହ୍ରୁଦବୋଧ କରିବା ଉଚିତ । ଆଜି…

ଖଲ୍ଲିକୋଟ ହେଲା ଏକକ ବିଶ୍ୱବିଦ୍ୟାଳୟ

ଗଞ୍ଜାମ() ଏଣିକି ଏକ ଗବେଷଶାତ୍ମକ ବିଶ୍ୱବିଦ୍ୟାଳୟ ଭାବେ ଖଲ୍ଳିକୋଟ ବିଶ୍ୱବିଦ୍ୟାଳୟ କାର୍ୟ୍ୟ କରିବ । ଖଲ୍ଲିକୋଟ ଅଧିନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିବ । ଜୁନ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ସେହି ୫ଟି କଲେଜ ଯିବ । ଏହାସହ ପୂର୍ବରୁ ପଞ୍ଜୀକୃତ…

ରାଜ୍ୟରେ ୨୨ ହଜାର ହେକ୍ଟର ଜମିରେ ହେଉଛି କଦଳୀ ଚାଷ

ଭୁବନେଶ୍ୱର() ରାଜ୍ୟରେ ୨୨ ହଜାର ହେକ୍ଟରରେ କଦଳୀ ଚାଷ କରାଯାଉଛି । ଏହାଛଡା ଅନ୍ୟମାନେ ନିଜ ବାଡ଼ିରେ ମଧ୍ୟ କଦଳୀ ଗଛ ଲଗାଉଛନ୍ତି । ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି । ଆନ୍ଧ୍ର କଦଳୀ ବ୍ରାଣ୍ଡ ହୋଇସାରିଛି ତେଣୁ ଲୋକ ଭାବୁଛନ୍ତି ସବୁ କଦଳୀ ଆନ୍ଧ୍ରରୁ ଆସୁଛି । କଦଳୀ…

୧୮୬୩ ଜଣ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରାଇଛନ୍ତି: କୃଷି ମନ୍ତ୍ରୀ

ଭୁବନେଶ୍ୱର() ଆଜି ବିଧାନଭାରେ କାଳିଆ ଅଯୋଗ୍ୟ ହିତାଧିôକାରୀ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି , ଏଯାବତ ୪୫,୯୬୫ ଜଣ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହାୟତା ରାଶି ଫେରସ୍ତ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ସେମାନଙ୍କ ମଧ୍ୟରୁ…

ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ଅଧ୍ୟାପକଙ୍କ ଉପରେ ହେବ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() ଗତ କିଛି ବର୍ଷ ଧରି ଲଗାତାର ଭାବରେ କମ ଛାତ୍ରଛାତ୍ରୀ ନାମ ଲେଖାଉଥିବା କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ସେପଟେ, ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ପ୍ରୋକ୍ଟୋରିଆଲ କମ୍ ମେଣ୍ଟରିଂ ସିଷ୍ଟମକୁ…

ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ଚେତାବନୀ

ଭୁବନେଶ୍ୱର() ଆଜି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ କହିଥିଲେ , କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । କଲେଜ ପରିଚାଳନା କମିଟିକୁ ଅଧିକ…

ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ସହାୟତା କରୁଛନ୍ତି

ଭୁବନେଶ୍ୱର() ଓଡିଶା ନିର୍ମାଣ କନକ୍ଲେଭ୍- ୨୦୨୦ କନକ୍ଭେଲ ଆରମ୍ଭରେ କୃଷିର ବିକାଶ ନେଇ ବକ୍ତବ୍ୟ ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । କୃଷିମନ୍ତ୍ରୀ କହିଛନ୍ତି , କୃଷକଙ୍କ ପାଇଁ କୃଷି ବଜେଟ୍ ଆରମ୍ଭ କରାଯାଇଛି । ଚାଷୀଙ୍କ ସମସ୍ୟା ପାଇଁ ସରକାର ବେଶ୍ ସଚେତନ । କୃଷି ପ୍ରତି ବର୍ତ୍ତମାନ…

ମନ୍ତ୍ରୀତ୍ୱ କ୍ଷମତା ନୁହେଁ, ଦାୟିତ୍ୱ

ନୟାଗଡ଼ () ମୋତେ ସବୁବେଳେ ସବୁଠାରେ ସମ୍ବର୍ଦ୍ଧନା ଦେଉଛ ? ମୋତେ ସମସ୍ତେ କାହିଁକି ଫୁଲ ତୋଡ଼ା ଦେଉଛ ? ବାଣ ଫୁଟାଇ ବାଜା ବଜାଇ ସ୍ୱାଗତ କରୁଛ ? ଭଗବାନ ତୁମକୁ ଯେପରି ଆଖି, କାନ, ମୁଣ୍ଡ, ହାତ, ଗୋଡ଼ ଓ ହୃଦୟ ଦେଇ ଏ ପୃଥିବୀରେ ମଣିଷ ଋପ ଦେଇଛନ୍ତି, ମୁଁ ସେହିଭଳି ତୁମ ମାନଙ୍କ ଭଳି ଜଣେ ସାଧାରଣ…