Odia News Portal
Browsing Tag

arun sahoo

୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର

ଭୁବନେଶ୍ୱର() ରାଜ୍ୟର ୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର ନିଯୁକ୍ତି ପାଇଛନ୍ତି । କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ନିଯୁକ୍ତ ହୋଇଥିବା ନୋଡ଼ାଲ ଅଫିସର ତଦାରଖ କରିବେ । ସମସ୍ୟା ସମାଧାନ ସହ ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । ଏହାସହ କୃଷି ସରଞ୍ଜାମ ମରାମତି…

ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହ ରାମାୟଣ ଦେଖିଲେ କୃଷିମନ୍ତ୍ରୀ

ନୟାଗଡ଼() ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଗ୍ରସ୍ତରେ ଆସି ସ୍ଥାନୀୟ ଜରାଶ୍ରମ ସମର୍ପଣ ଅନ୍ତେବାସୀଙ୍କ ସହ ସମୟ ବିତାଇଛନ୍ତି । କରୋନା କଟକଣା ସମୟରେ ସେମାନଙ୍କର ଭଲମନ୍ଦ…

ଲକ୍ ଡାଉନ ଯୋଗୁଁ ହେଉଥିବା ସମସ୍ୟା ଦୂର କରିବା ପାଇଁ ପ୍ରୟାସ ଚାଲିଛି

ଭୁବନେଶ୍ୱର() ଦିନକୁ ଦିନ କରୋନା ପାଇଁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରିମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।  ଲକ୍ ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।  ଏହି ସମସ୍ୟା ଦୂର ପାଇଁ ପ୍ରୟାସ…

କରୋନା ମୁକାବିଲା ନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସହ ରାଜ୍ୟ କୃଷିମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର() ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆଜି ଅପରାହ୍ନ ୪ ଘଟିକା ସମୟରେ ଆୟୋଜିତ ଭିଡ଼ିଓ କନ୍ଫରେନ୍ସିଂଗ ବୈଠକରେ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୂ ଯୋଗ ଦେଇ କରୋନା ସଂକ୍ରମଣ ମୁକାବିଲା…

କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ କୃଷିମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରିବା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍‌ ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଛି । ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାସ୍ତରୀୟ କୃଷି…

ଦୀପ ଜଳାଇ କରୋନାରୁ ମୁକ୍ତି ପାଇଁ କାମନା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱପାଇଁ ମହାମାରୀର ରୂପ ନେଇଥିବା କରୋନାକୁ ହରାଇବା ପାଇଁ ରବିବାର ସାରା ଦେଶବାସୀ ରାତି ୯ଟା ରେ ୯ ମିନିଟ ପାଇଁ ଦୀପ, ମହମବତୀ, କ୍ୟାଣ୍ଡାଲ ଆଦି ଜ।ଳିଛନ୍ତି । ଦୀପ ଜାଳିବା ସହ ସାରା ଦେଶବାସୀ କରୋନା ବିରୋଧରେ ଏକ ହୋଇଥିବା ପ୍ରମାଣିତ ହୋଇଛି । ଏହି ଅବସରରେ ଓଡିଶାର…

୩ମାସର ଦରମା ଦାନ କଲେ କୃଷିମନ୍ତ୍ରୀ

ଭୁବନେଶ୍ୱର()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.…

ଭାଇରାଲ ହେଉଛି କୃଷିମନ୍ତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ

ଭୁବନେଶ୍ବର() ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏବେ ଶୁଦ୍ଧା ୧୮୬ ଦେଶ ଏହି ଭାଇରସ କବ୍ଜା କରିସାରିଲାନି । କରୋନା ନେଇ ଲୋକେ ଆତଙ୍କିତ ହେବା ସହ ଅନେକ ଗୁଜବକୁ ବିଶ୍ବାସ କରି ଲୋକସାନ ସହୁଛନ୍ତି । ଏହାକୁ ନେଇ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଏକ ଭିଡିଓ ଜରିଆରେ ସଚେତନାର…

ଜନତା କର୍ଫ୍ୟୁକୁ କୃଷିମନ୍ତ୍ରୀଙ୍କ ସମର୍ଥନ

ନୟାଗଡ଼: ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତିତ। କରୋନା ଭୂତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ମୋଦିଙ୍କ ଆହ୍ବାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ…

କରୋନା ଭୂତାଣୁ ସଂକ୍ରମଣରେ ପୋଷା ଜୀବଜନ୍ତୁଙ୍କ କୌଣସି ଭୂମିକା ନାହିଁ

ଭୁବନେଶ୍ୱର()  କରୋନା ଭୂତାଣୁ ସଂକ୍ରମଣ ଭୟରେ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ଗୃହମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ ସାହୁ ସୂଚନା ଦେଇଛନ୍ତି । ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା…