ସିଙ୍ଗର ଏ ଆର ରେହମାନଙ୍କ ମା’ଙ୍କ ପରଲୋକ
ଚେନ୍ନାଇ: ପ୍ରସିଦ୍ଧ ବଲିଉଡ୍ ସିଙ୍ଗର ଏ ଆର ରେହମାନଙ୍କ ମା’ଙ୍କ ପରଲୋକ । ରେହମାନଙ୍କ ମା କରିମା ବେଗମ୍ କିଛି ଦିନ ହେବ ଅସୁସ୍ଥ ଥିଲେ । ମାଙ୍କ ବିୟୋଗରେ ଏ ଆର ରେହମାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ନିଜ ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ମାଙ୍କ ଅତି ନିକଟତର!-->…