ସମାଧାନ ହେଲା ସମସ୍ୟା, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଅପରାଜିତା
ଭୁବନେଶ୍ୱର: ସାମାନ୍ୟ ବର୍ଷା ହେଲେ ରାଜଧାନୀ ହୋଇ ଯାଉଛି ଜଳମଗ୍ନ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନୟାପଲ୍ଲୀ ଅଞ୍ଚଳର ଜଳ ନିଷ୍କାସନ ଲାଗି ୧୨୦ ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ଲାଗି ସ୍ଥାନୀୟ ଲୋକେ ସାଂସଦଙ୍କୁ ଜଣାଇଥଲେ । ଏନେଇ ପ୍ରତିରକ୍ଷା!-->…