Odia News Portal
Browsing Tag

Airtel allegedly threatens to disconnect BSNL customers

ବିଏସଏନଏଲକୁ ଏୟାରଟେଲର ଧମକ

ନୂଆଦିଲ୍ଲୀ ()  ଆରମ୍ଭ ହୋଇଛି ବିଏସଏନଏଲ ଓ ଏୟାରଟେଲ ମଧ୍ୟରେ ଯୁଦ୍ଧ । ବିଏସଏନଏଲ ଦୂରସଂଚାର ବିଭାଗକୁ ଚିଠି ଲେଖି ଆପତ୍ତି ଜଣାଇଛି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ ଭାରତୀ ଏୟାରଟେଲ ବିଏସଏନଏଲର କଲକୁ କାଟିଦେବାର ଧମକ ଦେଉଛି ।ଚିଠିରେ କୁହାଯାଇଛି ଯେ ଏୟାରଟେଲ ଓ ଟାଟା ଟେଲିକମ ସର୍ଭିସେସ…