ନଭେମ୍ବର ଯାଏଁ ମାଗଣା ରାସନ ଦେବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆଜି ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଆସନ୍ତା ନଭେମ୍ବର ଯାଏଁ ମାଗଣା ରାସନ ଦିଆଯିବ । ଦେଶର ୮୦ କୋଟି ରାସନ ଉପଭୋକ୍ତା ଏଥିରେ ଉପକୃତ ହେବେ ।!-->…