ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କୁ ଏସିଡ୍ ମାଡ଼ କଲା ପାଗଳ ପ୍ରେମିକ
ଭୁବନେଶ୍ୱର: ଏକତରଫା ପ୍ରେମର କରୁଣ ପରିଣତି । ଯୁବତୀଙ୍କୁ ଦୀର୍ଘଦିନ ହେବ ପ୍ରେମ ନିବେଦନ କରି ଆସୁଥିଲେ ଯୁବତୀ । ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରୁଥିଲେ ଯୁବତୀ । ଶେଷରେ ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଆଉ ଯୁବତୀଙ୍କୁ ଏସିଡ ମାଡ଼ କରିବାକୁ ପଛାଇନାହିଁ । ରାଜଧାନୀ ଉପକଣ୍ଠ!-->…