ହାଇକୋର୍ଟ ଗଲା ଏସିଏଫ ସୌମ୍ୟ ମୃତ୍ୟୁ ମାମଲା
କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ସୌମ୍ୟଙ୍କ ପରିବାର । ସିବିଆଇ ତଦନ୍ତ ନ ହେଲେ ବି ହାଇକୋର୍ଟଙ୍କ ତଦାରଖରେ ମାମଲାର ଯାଂଚ କରିବାକୁ ଅନୁରୋଧ କରାଯାଇଛି ।!-->…