ଏସିଏଫ୍ ସୌମ୍ୟ ମା’ଙ୍କ ଚାଞ୍ଚଲ୍ୟକର ବୟାନ
ବାଲେଶ୍ୱର: ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଖୋଲୁଛି ଗୋଟିଏ ପରେ ପରେ ଗୋଟିଏ ଗୁମର । ଏହାରି ଭିତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟଙ୍କ ମା କହିଛନ୍ତି କି, ବୋହୂର ଡିଏଫଓଙ୍କ ସହ ସମ୍ପର୍କ ଥିଲା । ସେ ମୋ ପୁଅ ସହ ଏଗ୍ରିମେଣ୍ଟ କରିଥିଲା । ବର୍ଷେ!-->…