ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଅଭିଶେକ
ଭୁବନେଶ୍ୱର: ଗ୍ରୀନକରିଡରରେ ଏୟାରପୋର୍ଟରେ ପହଞ୍ଚିବା ପରେ କୋଲକାତା ଅଭିମୁଖେ ଏୟାର ଆମ୍ବୁଲାନ୍ସ ଯ୍ଧବକ୍ତନ୍ତି ଅଭିଶେକ ମହାପାତ୍ର । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ବିମାନ ବନ୍ଦର ଯାଏଁ ବିଏମସି ପକ୍ଷରୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇ ଅଭିଷେକ୍ଙ୍କୁ ବିମାନ ବନ୍ଦର ନିଆଯାଇଥିଲା ।!-->…