ନବମ ପିଲା ଦେବେ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ୨୦୧୯-୨୦ ବର୍ଷର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ ପରୀକ୍ଷା। କରୋନା ପାଇଁ ଗତ ଶିକ୍ଷାବର୍ଷରେ ବାଧାପ୍ରାପ୍ତ ଶିକ୍ଷାଦାନର ପ୍ରଭାବିତ ହୋଇଥିବା ୯ମ ଶ୍ରେଣୀ ସମସ୍ତ ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି!-->…