Odia News Portal
Browsing Tag

31 death

ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ

ଆଲୀଗଡ : ୟୁପି ଆଲିଗଡରେ ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ ହେବା ସହ ଅନେକଙ୍କ ଅବସ୍ଥା ଗୁରୁତର ହୋଇଛି । ଗତକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ ମୃତ୍ୟୁ ଜାରି ରହିଥିଲା । ରାତି ୩ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଥିଲା । ଯାହାର ଅଫିସିଆଲ୍ ଅପଡେଟ୍ ପ୍ରକାଶ ପାଇଥିଲା ଏବଂ ଏ