୩୦ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି ଗ୍ରାହକ
ନୂଆଦିଲ୍ଲୀ() ୟେସ୍ ବ୍ୟାଙ୍କର ଅର୍ଥିକ ସ୍ଥିତି ଅଧିକ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଛି କଟକଣା । ୟେସ୍ ବ୍ୟାଙ୍କର ବୋର୍ଡ ପରିଚାଳନାକୁ ହାତକୁ ନେଇଛି ରିଜର୍ଭ ବ୍ୟାଙ୍କ ।
ସୂଚନା ଅନୁସାରେ, ଆସନ୍ତା ୩୦ ଦିନ ମଧ୍ୟରେ କୌଣସି ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା…