ଅମ୍ଳଜାନ ସଙ୍କଟ: ଆଖି ବୁଜିଲେ ଆଉ ୨୫ ଅସୁସ୍ଥ
ନୂଆଦିଲ୍ଲୀ: ଗୁରୁତର ଅମ୍ଳଜାନ ସଙ୍କଟ ମଧ୍ୟରେ ଦିଲ୍ଲୀର ଜୟପୁର ଗୋଲଡେନ୍ ହସ୍ପିଟାଲରେ ଅତି କମରେ କୋଡିଏ ଜଣ ଗୁରୁତର ଅସୁସ୍ଥ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଜୟପୁର ଗୋଲଡେନ୍ ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡ. ଡିକେ ବାଲୁଜା!-->…