Odia News Portal
Browsing Tag

144

ଆଜିଠୁ ଧବଳେଶ୍ୱରଙ୍କ ପୀଠରେ ୧୪୪

କଟକ: କମିନି କରୋନା ପ୍ରକୋପ । ଏବେ ବି ଜାରି ରହିଛି ଗାଇଡଲାଇନ୍ । କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ

ଆଜି ଶ୍ରୀମନ୍ଦିର ଆଖପାଖରେ ୧୪୪ ଧାରା ଜାରି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଆଲୋକର ପର୍ବ ଦୀପାବଳି ପାଳନ ହେଉଛି । ଏହି ଅବସରରେ ପୟା ଶ୍ରାଦ୍ଧ ଦିଆଯିବ । ଏଥର ବଡ଼ଦାଣ୍ଡରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକ ମନା । ପ୍ରାତଃ ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ୱାର ଓ ତାର ଆଖପାଖରେ ୧୪୪ ଧାରା ଜାରି ହୋଇଛି । ପ୍ରବଳ ଭିଡ଼, ପ୍ରଦୂଷଣ ତଥା

ମା’ ଶାରଳାଙ୍କ ପୀଠରେ ୧୪୪

ଜଗତସିଂହପୁର: କୋଭିଡ ପାଇଁ ମା ଶାରଳାଙ୍କ ପୀଠରେ ପାର୍ବଣ କଟକଣା ଜାରି ହୋଇଛି । ଆସନ୍ତାକାଲିଠୁ ୧୪ ତାରିଖ ଯାଏଁ ଶାରଳାଙ୍କ ପୀଠରେ ୧୪୪ ଧାରା ଜାରି ରହିବ । ମନ୍ଦିର ପରିସରରେ ୪ ଜଣରୁ ଅଧିକ ଲୋକଙ୍କ ସମାଗମ ଉପରେ ବାରଣ କରାଯାଇଛି । ମା’ ଶାରଳାଙ୍କ ଘଣ୍ଟ ପାଟୁଆମାନେ ବିଭିନ୍ନ ସ୍ଥାନରୁ ଆସି

ଆଜି ରାତିରୁ ପୁରୀରେ ଲାଗୁ ହେବ କଫ୍ୟୁ

ପୁରୀ: ଆସନ୍ତାକାଲି ଘୋଷଯାତ୍ରା। ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଅନୁଯାୟୀ କରୋନା କଟକଣା ଅନୁଯାୟୀ ସୁରୁଖୁରେ ରଥଯାତ୍ରା କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ

ଦେବସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀକ୍ଷେତ୍ରରେ ଲାଗୁ ହେବ ୧୪୪ ଧାରା

ପୁରୀ: ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀର ବିଭିନ୍ନ ସ୍ଥାନରେ ଜାରି ହୋଇଛି ୧୪୪ ଧାରା । ଜନସମାଗମକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏ ବଳବତ୍ତର ରହିବ । କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ

ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା

ପୁରୀ()ଦେଶରେ କରୋନା ମହାମାରୀର ତୃତୀୟ ଲହରୀ ମାଡିଥିବା ବେଳେ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ସତର୍କତା ଦୃଷ୍ଟିରୁ ଏବେବି କିଛି ଦିଗରେ କଟକଣା ଲାଗୁ କରାଯାଉଛି । ଏହାରି ମଧ୍ୟରେ ନାଗାର୍ଜୁନ ବେଶ ପାଇଁ ବଡଦାଣ୍ଡରେ ୧୪୪ ଧାରା ଲାଗୁ କରାଯିବ । ଆଜି ରାତି ୨ଟାରୁ ୧୪୪ ଧାରା…

୧୪୪ ଧାରା ଲାଗୁ

ସମ୍ବଲପୁର()  ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୁର୍ଲା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜ୍ କରାଯାଉଛି । ଭିସୁଟର ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇଥିଲେ । ଏହାପରେ ଅଧ୍ୟାପିକାଙ୍କ…

ଏଣିକି ଏକାସାଙ୍ଗରେ ୪ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକ୍‌ ଡାଉନ୍‌ । ସମଗ୍ର ସହରରେ ୧୪୪ ଧାରା ଜାରି ହୋଇଛି । ଗତକାଲି ରାତି ୯ଟାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ । ଏକାସାଙ୍ଗରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହାସହ ଦିଲ୍ଲୀରୁ ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ବିମାନ ଉଡାଣ…

ଢେଙ୍କାନାଳରେ ୧୪୪ ଧାରା ଜାରି

କାମାକ୍ଷାନଗର() ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଜାରି । କପି ରୋକିବାକୁ ୧୪୪ ଧାରା ଜାରି କରାଯାଇଛି । ଏଠାରେ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ପୁଲିସ୍ ଓ…