Odia News Portal
Browsing Tag

12 children given sanitiser

ପୋଲିଓ ବଦଳରେ ସାନିଟାଇଜର,୧୨ ଶିଶୁ ଅସୁସ୍ଥ

ମହାରାଷ୍ଟ୍ର: ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଗଲା ସାନିଟାଇଜର ।ମହାରାଷ୍ଟ୍ରର ଯବତମାଲରେ ଏହିଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି | ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।