Odia News Portal

`ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି

ଭୁବନେଶ୍ୱର() ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ଉପସ୍ଥାପନ ହେଲା ଇ-ବଜେଟ୍ । ୨୦୨୦-୨୧ ବଜେଟର ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ୧ ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର ।
ଅବଢା ଯୋଜନା ପାଇଁ ୩,୨୦୮ କୋଟି-ସେଥିରୁ ୨୦-୨୧ରେ ଖର୍ଚ୍ଚ ହେବ ୬୯୫ କୋଟି
ଏକାମ୍ର କ୍ଷେତ୍ର ପାଇଁ ୭୦୦ କୋଟି- ସେଥିରୁ ୨୦-୨୧ରେ ଖର୍ଚ୍ଚ ହେବ ୧୫୦ କୋଟି
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ୧,୧୦୮ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ପାଇଁ ୫୭୮ କୋଟି
ନିର୍ମଳ ଯୋଜନା ପାଇଁ ୩୬୦ କୋଟି
SCBରେ ଦୁଇ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି
୩ ହଜାର ବିଶିଷ୍ଟ ଶଯ୍ୟା ହେବ SCB
ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି
ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି
ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି
କ୍ଲାଇମେଟ୍ ବଜେଟ୍ ଦସ୍ତାବିଜ୍ ପ୍ରସ୍ତୁତ କରିବ ରାଜ୍ୟ
ସାରା ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ