ଭୁବନେଶ୍ବର: ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଡଦ୍ୟମ ହୋଇଥିବା ଜଣାପଡ଼ିଛି। ନିରଞ୍ଜନଙ୍କ ଗାଡ଼ି ଅଟକାଇ ୪ ଦୁର୍ବୃତ୍ତ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କେନ୍ଦୁଝରର କାଶୀପୁରରେ ଏହି ଆକ୍ରମଣ ଉଦ୍ୟମ ହୋଇଛି। ତେବେ ଏନେଇ ନିରଞ୍ଜନଙ୍କ ପିଏସଓ ଓ ଡ୍ରାଇଭର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।
